ବାଂଲାଦେଶୀଙ୍କ ହଟ୍ସ୍ପଟ୍ ପାଲଟିଛି ତଟବର୍ତ୍ତୀ ୬ ଜିଲ୍ଲା; ଓଡ଼ିଶାରୁ ବିଦା କରିବାକୁ ଆରମ୍ଭ ହୋଇଛି ଚିହ୍ନଟ…
ବାଂଲାଦେଶୀଙ୍କ ହଟ୍ସ୍ପଟ୍ ପାଲଟିଛି ତଟବର୍ତ୍ତୀ ଜିଲ୍ଲା । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଏହି ୬ ଜିଲ୍ଲାରେ ଚାଲିଛି ବେଆଇନ୍ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା । ରାଜ୍ୟରୁ ଖୁବ୍ ଶୀଘ୍ର ବିଦା ହେବେ ବେଆଇନ୍ ବାଂଲାଦେଶ ନାଗରିକ I ଏନେଇ ଚିହ୍ନଟ!-->…