Odia News Portal
Monthly Archives

June 2025

୮ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ

୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ । ବରଗଡ଼  ଗାଇସିଲେଟ ବ୍ଲକ୍ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ସସ୍ମିତା ଓରାମ୍ l ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଗତ ଏକ ବର୍ଷ

ଜେଲ୍‌ରେ ବିଗିଡ଼ିଲା ଧର୍ମଗଡ଼ ଲାଞ୍ଚୁଆ ଉପଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟାବସ୍ଥା, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା…

ଜେଲ୍‌ରେ ବିଗିଡ଼ିଲା ଲାଞ୍ଚୁଆ ଆଇଏଏସ୍‌ ଅଫିସରଙ୍କ ସ୍ବାସ୍ଥ୍ୟ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି । ତାଙ୍କୁ ଜେଲ୍‌ରେ ଚିକିତ୍ସା ଦେଉଛନ୍ତି ଡାକ୍ତରୀ ଟିମ୍ । ଗତକାଲି ଜାମିନ ନାମଞ୍ଜୁର ପରେ ତାଙ୍କୁ ଭବାନୀପାଟଣ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା

ସ୍ବାମୀଙ୍କ ହତ୍ୟା ପୂର୍ବରୁ ବ୍ରତ ରଖିଲେ , ମନ୍ଦିର ଦର୍ଶନ କଲେ

ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ପୂରା ଦେଶକୁ ଦୋହଲାଇ ଦେଇଛି । ଏହି ମାମଲାରେ ଜୁନ୍ ୯ ତାରିଖରେ ରାଜାଙ୍କ ସ୍ତ୍ରୀ ସୋନମ ରଘୁବଂଶୀଙ୍କୁ ଏକ ଢ଼ାବାରୁ ଗାଜିପୁର ପୁଲିସ ଗିରଫ କରିଛି । ସୋନମ ସମେତ ପୁଲିସ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ଏହି ମାମଲାକୁ ନେଇ ଏବେ ନୂଆ

କେନ୍ଦ୍ରାପଡାରେ ସିନ୍ଦୂର ଯାତ୍ରା ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

କେନ୍ଦ୍ରାପଡ଼ା ସିଦ୍ଧ ବଳଦେବଜୀଉ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ l କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ।

ମେଘାଳୟରେ ନିଖୋଜ ଇନ୍ଦୋର ଦମ୍ପତିଙ୍କୁ ନେଇ ବଡ଼ ଖୁଲାସା ; ପୁଲିସ ଆଗରେ ଆତ୍ମସମର୍ପଣ କଲା ସ୍ତ୍ରୀ

ହନିମୁନ୍ ପାଇଁ ଇନ୍ଦୋରରୁ ମେଘାଳୟ ଯାଇଥିବା ଦମ୍ପତିଙ୍କ ନିଖୋଜକୁ ନେଇ ବଡ଼ ଖୁଲାସା । ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରିଛି ସ୍ତ୍ରୀ । ହନିମୁନ୍‌ରେ ଯାଇଥିବା ଦମ୍ପତି ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀ ନିଖୋଜ ହେବା ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ୨୩ ମେ 'ରେ ନିଖୋଜ ହେବା ପରେ

ଭିଜିଲାନ୍ସ ଜାଲରେ IAS ଅଧିକାରୀ

ଭିଜିଲାନ୍ସ ଜାଲରେ IAS ଅଧିକାରୀ । ଲାଞ୍ଚ ନେବା ବେଳେ ଧର୍ମଗଡ଼ ଉପ ଜିଲ୍ଲାପାଳ ଧିମାନ ଚକମାଙ୍କୁ ଧରିଛି ଭିଜିଲାନ୍ସ । ଜୟପାଟଣାର ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଉପ ଜିଲ୍ଲାପାଳ । ଏହା ପରେ ଭିଜିଲାନ୍ସ ପକ୍ଷରୁ ଉପ ଜିଲ୍ଲାପାଳଙ୍କ ଘରେ ଚଢ଼ାଉ ହୋଇଥିଲା ।

ବନ୍ଧାହେଲେ ଧର୍ମଗଡ଼ ଉପଜିଲ୍ଲାପାଳ, ରେଡ୍‌ବେଳେ ଘରୁ ବାହାରିଥିଲା ପୁଳାପୁଳା ଟଙ୍କା

ମାଲକାନଗିରି ସୀମାରେ ଆଇଇଡି ବିସ୍ଫୋରଣ । ସୁକୁମା ଜିଲ୍ଲା କୋଣ୍ଟା ଥାନା ରାସ୍ତା କଡ଼ରେ ବିସ୍ଫୋରଣ । ବିସ୍ଫୋରଣରେ ସୁକମା ଜିଲ୍ଲା ଏଏସ୍‌ପି ଆକାଶ ରାଓ ଗିରିପୁଞ୍ଜେ ସହିଦ । କୋଣ୍ଟା ଥାନା ଅଧିକାରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ପାଦଚଲା ରାସ୍ତା ଦେଇ କୁମ୍ଵିଂ ଅପରେସନରେ ବାହାରି

ସ୍ତ୍ରୀଙ୍କ ଗଳା କାଟି ହତ୍ୟା ପରେ ସ୍ବାମୀ ଫେରାର

ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣା ସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଘରେ ପଡ଼ି ରହିଛି।

ଏନ୍‌ଡିଏ ସରକାରର ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଆଜି: ଓଡ଼ିଶା ବିକାଶକୁ ଅଗ୍ରାଧିକାର

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହେବ। ତୃତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶା ସ‌ମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିକାଶର ଗତିକୁ ଆଗେଇ ନେବାପାଇଁ ଏକାଧିକ ଯୋଜନା ଆରମ୍ଭ କରାଯାଇଛି।