ଡାଇରିଆ କଟକଣା ପରେ ଆଜିଠୁ ଖୋଲିଲା ସ୍କୁଲ
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲୁଛି ସ୍କୁଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ତେବେ ସ୍କୁଲ ଖୋଲିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି , ସ୍କୁଲଗୁଡ଼ିକୁ ସଫେଇ କରାଯାଇଛି । ଜଳ ବିଶୋଧନ ପରେ ସ୍କୁଲ ଗୁଡିକ ଆଜି!-->…