Odia News Portal
Monthly Archives

June 2025

ଭୁବନେଶ୍ବର ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା : ବିଳମ୍ବିତ ରାତିରେ ପଛକୁ ପଛ  ମାଡ଼ ହେଲେ ୪ ଟ୍ରକ

ଭୁବନେଶ୍ବର ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୪ଟି ଟ୍ରକ । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ, ଟ୍ରକଟି ଭାଙ୍ଗି ଯାଇଥିଲା । ନିଶାଶକ୍ତ, ଏବଂ ଓଭରଟେକିଙ୍ଗକୁ ନେଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ

ଦୁର୍ନୀତି ନକରିବାକୁ ନବନିଯୁକ୍ତଙ୍କୁ ପରାମର୍ଶ

ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ରଖିଛନ୍ତି । କହିଛନ୍ତି, ପୂର୍ୱ ସରକାରରେ ନିଯୁକ୍ତି ପ୍ରକ୍ରିୟା ମନ୍ଥର ଥିଲା । ଆମେ ୨୦୨୬ ଜୁନ ସୁଦ୍ଧା ୫୯ ହଜାର ନିଯୁକ୍ତି ପାର କରିଛି । ନବ ନିଯୁକ୍ତଙ୍କୁ ଚାକିରିର ଗୁରୁତ୍ୱ ବୁଝାଇଲେ ମୁଖ୍ୟମନ୍ତ୍ରୀ । ଆମ

ଭୁବନରେ ଡାଇରିଆ ଆତଙ୍କ ପରେ ଚେତିଲେ ସରକାର

ଢେଙ୍କାନାଳ ଜିଲ୍ଲାର ଭୁବନ ଗସ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ଭୁବନରେ ଡାଇରିଆ ବ୍ୟାପିବା ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ। ଏହାପରେ ସେ ଷ୍ଟପ ଡାଇରିଆ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି।

ଜୁନ ୨୦ରୁ ଖୋଲିବ ସ୍କୁଲ

ରାଜ୍ୟରେ ଜୁନ ୨୦ରେ ଖୋଲିବ ସ୍କୁଲ ।  ୧୮ ବଦଳରେ ଜୁନ ୨୦ରେ  ଖୋଲିବ ସ୍କୁଲ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ  ଗଣଶିକ୍ଷା ବିଭାଗରୁ  ସ୍କୁଲ ଖୋଲିବା ନେଇ ଚିଠି ଦିଆଯାଇଛି । ରଜ ପରେ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ରହିଥିଲା । ଆଉ ଦୁଇ ଦିନ ଛୁଟି ଘୁଞ୍ଚାଯାଇଛି । ତେବେ ଜୁନ ୧୮ ବଦଳରେ

ଭଣ୍ଡାରିପୋଖରୀ ପରେ ଧାମନଗରକୁ ବ୍ୟାପିଲା ଝାଡ଼ାବାନ୍ତି; ୨ ଦିନରେ ୬୦ ଆକ୍ରାନ୍ତ

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରକୁ ବ୍ୟାପିଲା ଝାଡ଼ାବାନ୍ତି। ଭଣ୍ଡାରିପୋଖରୀ ପରେ ଏବେ ଧାମନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଶନିବାର ଦିନ ୪୬ ଜଣ

ରାଜଧାନୀରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ: ୨ ବଙ୍ଗୀୟ ଯୁବକ ଅଟକ

ରାଜଧାନୀରେ ନାବାଳିକାଙ୍କୁ ନିଶା ଦେଇ ଅପହରଣ ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ୨ ଜଣ ବଙ୍ଗୀୟ ଯୁବକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।ତେବେ ରାତି ଅଧରେ କୁଆଡେ ଓ କାହିଁକି

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ମିଳିଲା ଦ୍ୱିତୀୟ ବ୍ଲାକବକ୍ସ

କେମିତି ଅହମ୍ମଦାବାଦର ଶିକାର ହେଲା ଏୟାର ଇଣ୍ଡିଆର ବୋଇଂ ଲାଇନର ବିମାନ । କାରଣ ଖୋଜା ଚାଲିଥିବା ବେଳେ ଉଦ୍ଧାର ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ୱିତୀୟ ବ୍ଲାକ ବକ୍ସ । ପୂର୍ୱରୁ ବିମାନର ଭଗ୍ନାବଶେଶ ତଳୁ ଗୋଟିଏ ବ୍ଲାକ ବକ୍ସ ମିଳିଥିଲା । ତଦନ୍ତ ଭିତରେ ବିମାନର ଦୁଇଟି ଯାକ ବ୍ଲାକ ବକ୍ସ

ବିମାନ ଦୁର୍ଘଟଣା ପରେ ବ୍ଲାକ ବକ୍ସକୁ ପ୍ରଥମେ ଖୋଜାଯାଏ

ଦୁର୍ଘଟଣା କେମିତି ଘଟିଲା ? ଉଡ଼ାଣ ଭରିବାର କିଛି ମିନିଟ୍‌ ମଧ୍ୟରେ କେମିତି ବିମାନ ଦୁର୍ଘଟଣାର ଶିକାର ହେଲା ? ଏନେଇ ବିଭିନ୍ନ ଦିଗରୁ ଯାଂଚ ଆରମ୍ଭ ହୋଇଛି । ଗୋଟିଏ ବ୍ଲାକବକ୍ସ ମିଳିଥିବା ସୂଚନା । ତେବେ ଏ ବ୍ଲାକବକ୍ସ କଣ ? କେମିତି ଦୁର୍ଘଟଣାର ସଠିକ କାରଣ କହିବ ? ‘ବ୍ଲାକ୍ ବକ୍ସ’

କମ୍ ଦରରେ ମିଳିବ ଅଟା, ଚିନି, ଲୁଣ: ପଞ୍ଚାୟତରେ ଖୋଲିବ ‘ଜନ ପୋଷଣ କେନ୍ଦ୍ର’

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ର ପାତ୍ର । ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି ଏବଂ ଲୁଣ । କମ୍ ଦାମରେ ଏସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବାକାରଣରୁ ସାଧାରଣ ଖାଉଟି ଲାଭବାନ ହେବେ ବୋଲି ମନ୍ତ୍ରୀ

ଗୃହରକ୍ଷୀଙ୍କ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫