କଙ୍ଗାରୁକୋର୍ଟ ଘଟଣା : ଆଇନମନ୍ତ୍ରୀଙ୍କ କହିଲେ କାର୍ଯ୍ୟାନୁଷ୍ଠାନ ହେବ
କଙ୍ଗାରୁକୋର୍ଟ ନେଇ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ପ୍ରେମୀ ଯୁଗଳଙ୍କୁ କଙ୍ଗାରୁକୋର୍ଟରେ ଦଣ୍ଡ ବିଧାନ କରିବା ଅନୈତିକ କାର୍ଯ୍ୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ପ୍ରଥାକୁ ପ୍ରଶୟ ଦିଆଯିବ ନାହିଁ । କାର୍ଯ୍ୟାନୁଷ୍ଠାନ!-->…