ସବୁ ଅଙ୍ଗନବାଡିର ହେବ ନିଜସ୍ୱ ଘର: ପ୍ରଭାତୀ
ରାଜ୍ୟର ସବୁ ଅଙ୍ଗନବାଡିର ନିଜସ୍ୱ ଘର ନିର୍ମାଣ କରାଯିବ । ଅଙ୍ଗନବାଡିରେ ପାଣି ଓ ବିଜୁଳି ବ୍ୟବସ୍ଥା କରାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସିଡିପିଓମାନେ ୬ ମାସରେ ଥରେ ସେଣ୍ଟର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ମାସରେ ଥରେ ସେଣ୍ଟର!-->…