Odia News Portal
Monthly Archives

July 2025

୧ ଲକ୍ଷ ୮୧ ହଜାର ନକଲି ଚାଷୀ ସରକାରଙ୍କ ରାଜସ୍ୱ ଲୁଟ କରୁଥିଲେ

ଲୁଟୁଛନ୍ତି ନକଲି ଚାଷୀ। ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ। ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ଚାଷୀମାନେ ରାଜସ୍ବ ଲୁଟ୍ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ଏତଲା

ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍‌ଣରେ ଏକ ବାଇକ୍‌କୁ ବସ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତ (୩୨) ଙ୍କ ମୃତ୍ୟୁ ଘଟିଥିଲା ଏବଂ ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର

୬ ବନ୍ୟାପ୍ରଭାବିତ ଜିଲ୍ଲାର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ। ଆକାଶ ମାର୍ଗରୁ ସେ ଏରିଏଲ ସର୍ଭେ କରିବେ। ଆଜି ଦିନ ସାଢ଼େ ୧୨ଟାରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

‘ଓଡ଼ିଶାରେ ଅସୁରକ୍ଷିତ ମହିଳା, ଶୋଇଛନ୍ତି ସରକାର’

ଦିଲ୍ଲୀରେ ଉଠିଲା ଓଡ଼ିଶା ପ୍ରସଙ୍ଗ । ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ । ରାଜ୍ୟରେ ଜଳୁଛନ୍ତି ମହିଳା, ଦେଖୁଛନ୍ତି ସରକାର । ଓଡିଶାର ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନେଇ ପୁଣି ଥରେ ଅଭିଯୋଗ ଆଣି ଆଜି ସଂସଦ ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବର୍ଷାରେ

ସଡ଼କ ଦୁର୍ଘଟଣା: ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ

ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ୫୫ ଜାତୀୟ ରାଜପଥ କାଣ୍ଡସର ସ୍କୁଲ ସାହି ସମ୍ମୁଖରେ ଆଜି ଭୋର ୪.୧୫ମିନିଟ ସମୟରେ ଅନୁଗୁଳରୁ ବଅଁରପାଳ ଅଭିମୁଖେ କୋଇଲା ବୋଝଇ ଟ୍ରକ ଟ୍ରକ ଯାଉଥିବା ବେଳେ ସେହି ଦିଗରେ ସୁରକ୍ଷା କର୍ମୀ ମଧ୍ୟ ଯାଉଥିଲେ। ରାସ୍ତାରେ ଶୋଇଥିବା ଗୋରୁ ଟ୍ରକ ଯିବା

ଆଜି ହୋଇପାରେ ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ ରେକର୍ଡ

ବଳଙ୍ଗା ନାବାଳିକା ପୋଡି ଘଟଣା । ଆଜି ଦିଲ୍ଲୀ ଏମ୍ସରେ ହେବ ପୀଡ଼ିତାଙ୍କ ଶେଷ ଥର ପାଇଁ ବୟାନ ରେକର୍ଡ । ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ଶେଷଥର ପାଇଁ ବୟାନ ରେକର୍ଡ କରିବେ । ଗତକାଲି ଦିଲ୍ଲୀ ଏମ୍ସ ରେ ୩୦ ମିନିଟ ରୁ

ବ୍ରାହ୍ମଣୀ ଥାନା ଅଞ୍ଚଳରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା ବ୍ରାହ୍ମଣୀ ଥାନା ଅନ୍ତର୍ଗତ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ। ଏ ନେଇ ରବିବାର ଦିନ ପିଡିତାଙ୍କ ପରିବାର ଲୋକ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ଏ ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ

ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ

ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି। ସିବିଆଇ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ସେଠୀ ଦାୟର କରିଥିବା ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜୁଲାଇ ୧୮ରେ ହାଇକୋର୍ଟ ଶ୍ରୀ ସେଠୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ

ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ; ଚଳନ୍ତା ବସରୁ ଡେଇଁ ଅଭିଯୁକ୍ତ ଫେରାର

ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ। ଖବର ପାଇ ଅବକାରୀ ବିଭାଗର ରେଡ୍ ବେଳେ ଚଳନ୍ତା ବସରେ ଡେଇଁ ଫେରାର ମାରିଲା ଅଭିଯୁକ୍ତ। ଗତକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏଭଳି ଘଟଣା ଘଟିଛି। ଏକ ଓଏସଆରଟିସି ବସରେ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ଅଭିଯୁକ୍ତ। ବିଶ୍ବସ୍ତ ସୂତ୍ରରୁ ଖବର

୯ରେ ମିଳିବ ସୁଭଦ୍ରା ଟଙ୍କା

ଆସନ୍ତା ଅଗଷ୍ଟ ୯ ତାରିଖରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି। କୋରାପୁଟ ଜିଲ୍ଲା ଜୟପୁର ଗସ୍ତ କରି ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। କୋଟିଆରେ ଘରେ ଘରେ ପହଞ୍ଚିବ ସୁଭଦ୍ରା ଟଙ୍କା। ଏନେଇ ଆଗୁଆ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ୍ କରିବେ