ରାଜ୍ୟରେ ୬ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ହେବ ଟେକ୍ସଟାଇଲ ହବ୍। ଲୋକେ ଓଡ଼ିଶାରେ ରହି କାମ କରିବେ। ତାମିଲନାଡୁ, ମୁମ୍ବାଇ, ଗୁଜୁରାଟ ଯିବେନି ଓଡ଼ିଶା ଲୋକେ। ଆଜି ୭ ହଜାର ୮୦୮ କୋଟି ଟଙ୍କାର ୩୩ ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗକୁ ଟେକ୍ସଟାଇଲ କ୍ଷେତ୍ରରେ ଆହୁରି ୫ ଲକ୍ଷ!-->…