ଆରଡିସି ଅଫିସ୍ ଘେରାଉ ଘଟଣା : ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ବିରୋଧୀ ଦଳ ହେବାରେ ପ୍ରାକ୍ଟିସ କରୁଛି ବିଜେଡି
ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଏଫଏମ୍ ପକ୍ଷରୁ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ସମ୍ବଲପୁର ଆରଡିସି ଅଫିସ ଘେରାଉ । ରାଜ୍ୟ ସରକାରଙ୍କ ଚରମ ଅବହେଳା, ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସମ୍ବଲପୁର ଆରଡିସି ଅଫିସ ଘେରାଉ କରାଯାଉଛି ।!-->…