ଜୀବନ ହାରିଲେ ମହିଳା: ହତ୍ୟା ଅଭିଯୋଗ ଆଣିଲେ ପରିବାର, ସ୍ଵାମୀ ଥାନାରେ ଅଟକ
ପାରିବାରିକ କଳହକୁ ନେଇ ଜଣେ ମହିଳା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଆଣିଲେ ହତ୍ୟା ଅଭିଯୋଗ। ଝିଅର ସନ୍ଦେହଜନକ ମୃତ୍ୟୁ ଘଟିଥିବା ନେଇ ବାପଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅଧୀନସ୍ଥ ଚାଞ୍ଚରାଗୁଡ଼ା ସଦର ପଞ୍ଚାୟତର ମାଠିଆ ସାହି!-->…