Odia News Portal
Monthly Archives

August 2025

ପରିକ୍ରମା ପ୍ରକଳ୍ପ କାନ୍ଥରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖା: ତଦନ୍ତ ଆରମ୍ଭ କଲା ପୁଲିସ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମା ମନ୍ଦିର ପଥର କାନ୍ଥରେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖାକୁ ନେଇ ପୁରୀ ଏସ୍‌ପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି, ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି l କିଏ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଏହି ଧମକପୂର୍ଣ୍ଣ ଲେଖା…

ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଲେ ଦମ୍ପତି: ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହେଲା ଶିଶୁ

ବିରଳ ରୋଗରେ ପୀଡ଼ିତ ନିଜ ଝିଅର ଚିକିତ୍ସା ହୋଇ ପାରୁ ନଥିବାରୁ ଏଥିରେ ଅତିଷ୍ଠ ହୋଇ ଆଜି ବୌଦ୍ଧ ଜିଲ୍ଲାର ଏକ ଦମ୍ପତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲା। ପରେ ଶିଶୁକୁ କଟକ ଏସିସିବି…

ଅପାରଗ ବାବୁଙ୍କୁ ହଟାଇବାକୁ ହେବ ସ୍ବତନ୍ତ୍ର ଅଭିଯାନ:ସଚିବସ୍ତରୀୟ ବୈଠକ‌ରେ ନିଷ୍ପତ୍ତି

ଅଗଷ୍ଟ ୭ ଭିତରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ବିଭାଗର ଅପାରଗ ବାବୁଙ୍କ ତାଲିକା ଦେବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ବିଭାଗ ତାଲିକା ଦେଲେନି। ଯେତିକି ବିଭାଗ ତାଲିକା ଦେଲେ ସେଥିରେ ଅପାରଗ ବାବୁ ନାହାନ୍ତି ବୋଲି ଲେଖିଛନ୍ତି। ବାସ୍ତବରେ କୌଣସି ବିଭାଗୀୟ ମୁଖ୍ୟ ଏବେ ନିଜ ହାତରେ…

ଭୁବନେଶ୍ବରରେ ହେବ ସେମିକଣ୍ଡକ୍ଟର ୟୁନିଟ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ଏସବୁ ୟୁନିଟ ପ୍ରତିଷ୍ଠା ହେବ । ଭାରତରେ ଅନୁକୂଳ…

ବିଏଲଏକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା । ଏହା ସହିତ ମାଜିଦ ବ୍ରିଗେଡକୁ ମଧ୍ୟ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି । ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନୀର ଆମେରିକାରେ ଥିବା ସମୟରେ ହିଁ ଏହି ଘୋଷଣା କରାଯାଇଛି । ନିଜେ…

ଆଇନକୁ ବା ପୁଲିସକୁ ଆଉ ଭୟ କରୁନାହାନ୍ତି ଅପରାଧୀମାନେ: ବିଜେଡି

ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେଡି। ଦୁଷ୍କର୍ମ ପରେ ହତ୍ୟା, ଦୁଷ୍କର୍ମ କରି ଧମକାଇବା ଓ ଭିଡିଓ କରି ପୀଡ଼ିତାଙ୍କ ଭାଇଙ୍କୁ ପଠାଇବା ଭଳି ଘଟଣାକୁ ବିଜେଡି ନିନ୍ଦା କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟରେ…

ମୁନିରଙ୍କ ଧମକକୁ ଖାତିର କରୁନି ଭାରତ

ଯୁକ୍ତରାଷ୍ଟ୍ର ଆମେରିକାରୁ ଭାରତ ବିରୋଧରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କ ପରମାଣୁ ଧମକକୁ ନୂଆଦିଲ୍ଲୀ ତୀବ୍ର ନିନ୍ଦା କରିଛି। ମୁନିରଙ୍କ ମନ୍ତବ୍ୟକୁ ‘ବୃଥା ଆସ୍ଫାଳନ’ ଏବଂ ପାକିସ୍ତାନର ଚିରାଚରିତ କୌଶଳ ବୋଲି ଦର୍ଶାଇଛି। ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ମୁନିରଙ୍କ ମନ୍ତବ୍ୟ…

ହାତୀ ଦିବସ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜି ବିଶ୍ବ ହସ୍ତୀ ଦିବସ । ଏଥିପାଇଁ ନନ୍ଦନକାନନ ଚିଡ଼ିଆଖାନାରେ ଥିବା ହାତୀମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରାଣୀ  ହାତୀଶାଳରେ ଏହି କାର୍ଯ୍ୟକ୍ରମ କରାଯିବ। ପ୍ରଥମେ ହାତୀଙ୍କୁ ସୁସ୍ୱାଦୁ ଫଳ ଖାଇବାକୁ ଦିଆଯିବ। ହାତୀଙ୍କୁ ଦେଖାଶୁଣା…

କେନ୍ଦ୍ରାପଡ଼ା ଡବଲ ମର୍ଡର ମାମଲାର ରାୟ: ୬ ଜଣଙ୍କୁ ଆଜୀବନ ଜେଲ୍‌

କେନ୍ଦ୍ରାପଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରେ ୧୯୯୬, ଜୁନ ୧୯ରେ ହୋଇଥିବା ଏକ ଡବଲ ମର୍ଡର ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡ ରାୟ ହାଇକୋର୍ଟରେ କାଏମ ରହିଛି। କେନ୍ଦ୍ରାପଡ଼ା ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ୧୯୯୮,…

ଭାରତ-ପାକିସ୍ତାନ ମଧ୍ୟରେ ବଢିଲା କୂଟନୈତିକ ଉତ୍ତେଜନା

ଭାରତ-ପାକିସ୍ତାନ ମଧ୍ୟରେ ପୁଣି ବଢିଲା କୂଟନୈତିକ ଉତ୍ତେଜନା। ଅପରେସନ ସିନ୍ଦୂର ପରେ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ଭାରତୀୟ ପଦାଧିକାରୀଙ୍କୁ କରାଯାଉଛି ହଇରାଣ, ହରକତ। ଅପରେସନ ସିନ୍ଦୂରରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେବା ସହେ ୧୦୦ରୁ ଅଧିକ ଆତଙ୍କୀ ନିହତ ହେବା…