Odia News Portal
Monthly Archives

August 2025

ଯଦି ତମେ ନିଜ ଜୀବନ ନେବ, ମୁଁ କଣ ପାଇଁ ଅଛି: ଅଭିଯୋଗକାରୀଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ୟୁନିଟ ୨ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ତ୍ୱରିତ ସମାଧାନ ନେଇ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ…

ରାଜନଗରରେ ଲଜ୍ୟା  : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସଂପର୍କୀୟ ପିଉସାଙ୍କ ସମେତ ୫ଜଣଙ୍କୁ ଉଠାଇ ନେଲା…

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଚାଞ୍ଚଲ୍ୟ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ପୁଲିସ ସଂପର୍କୀୟ ପିଉସାଙ୍କ ସମେତ ୫ଜଣଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତ ରାଖୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ସଂପର୍କୀୟ ପିଉସା ଥଣ୍ଡା ପିଆଇବା…

ଲୁହାଖୁଣ୍ଟ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ରେଳବାଇର ଦାୟିତ୍ବହୀନତା ଯୋଗୁ ସମ୍ବଲପୁର ବୁଢ଼ାରଜା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ନିରୀହ ଛାତ୍ର ଦୀପୁ ଯାଦବ (୧୨)ଙ୍କ ଜୀବନ ଅକାରଣରେ ଚାଲିଯାଇଛି। ଏହି ଘଟଣାକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନାହିଁନଥିବା ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ତ୍ତମାନ…

ଓଡ଼ିଶା କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ: ଗୌରବାନ୍ବିତ କଲେ ପ୍ରଜ୍ଞା, ଅନିମେଷ

ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍ (କାଂସ୍ୟ) ରବିବାର କଳିଙ୍ଗ ଷ୍ଟାଡିୟମ୍‌ରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ତା’ ସହିତ ଓଡ଼ିଶା କ୍ରୀଡ଼ା ଇତିହାସରେ ଆୟୋଜନ ଓ ପ୍ରାୟୋଜନର ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଏହି ବହୁ ରାଷ୍ଟ୍ରୀୟ ତଥା ବହୁ ଇଭେଣ୍ଟ୍‌ ବିଶିଷ୍ଟ ପ୍ରତିଯୋଗିତା ଆୟୋଜନ…

ପୁଣି ନାବାଳିକାଙ୍କ ଆତ୍ମାହୁତି ! ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାରନାବାଳିକା ମୃତ

ବରଗଡ଼: ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଳ ଗାଁରେ ଚାଞ୍ଚଲ୍ୟ। ପେଟ୍ରୋଲ ଢ଼ାଳି ଜଣେ ନାବାଳିକା ଆତ୍ମାହୁତି ଉଦ୍ୟମ କରିଛନ୍ତି । ନାବାଳିକା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ମାମୁ ଘର ପଛ ପଟରେ ଥିବା ଫୁଟବଲ୍ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର…

ରାକ୍ଷୀ କିଣୁଥିବା ବେଳେ ବାପାମା’ଙ୍କ ସାମ୍ନାରେ ଝିଅକୁ ଅପହରଣ, ଚୁପ୍‌ ବସିଛି ପୁଲିସ

ବାପାମା’ଙ୍କ ସହିତ ରାକ୍ଷୀ କିଣିବାକୁ ବଜାର ଯାଇଥିଲେ ଜଣେ ଯୁବତୀ। ୪/୫ ଜଣ ଯୁବକ ବାଇକରେ ଆସି ତାଙ୍କୁ ଦୋକାନରୁ ଉଠାଇ ନେଇଥିଲେ। ଏନେଇ ଥାନାରେ ଏଫଆଇଆର ଦିଆଯାଇଥିଲେ ହେଁ ପୁଲିସ ମିସିଂ କେସ୍ ରୁଜୁ କରି ବସିଯାଇଥିବା ଅଭିଯୋଗ ହୋଇଛି।ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଜାରରେ ଗତ ଶୁକ୍ରବାର…

ଗନ୍ଧମାର୍ଦ୍ଦନରୁ କେନ୍ଦୁ, ଖଇର ଗଛ ଚୋରାଚାଲାଣ

ଗନ୍ଧମାର୍ଦ୍ଦନ ସମେତ ଅନ୍ୟ ଜଙ୍ଗଲ ଓ ପାହାଡ଼ରେ କେନ୍ଦୁ ଏବଂ ଖଇର ଗଛ ବ୍ୟାପକ ଭାବେ କାଟି ଚୋରାଚାଲାଣ ହେଉଛି। ବର୍ଷତମାମ ଏହି କାରବାର ଚାଲିଛି। ସ୍ଥିତି ଏଭଳି ଯେ ଆଉ କିଛି ବର୍ଷ ଭିତରେ ଗନ୍ଧମାର୍ଦ୍ଦନରୁ ଉଭୟ ଗଛ ସଫା ହୋଇଯିବ। ବନ ବିଭାଗ ପାଖରୁ ମିଳିଥିବା ସୂଚନା ମୁତାବକ, ଖପ୍ରାଖୋଲ…

କୋରାପୁଟରେ ୬୫୦ ଶଯ୍ୟା ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ‘ବିକାଶ ଧାରାରେ ସାମିଲ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି। ୬ ଲେନ୍‌ ବିଶିଷ୍ଟ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ୍‌ କରିଡର୍‌ ଶୀଘ୍ର ନିର୍ମାଣ ହେବ ବୋଲି…

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର, ତିନି ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର। ଏଥିରେ ତିନିଜଣ  ଗୁରୁତର ହୋଇଥିବା ଜଣାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ବ୍ରାହ୍ମଣୀଦେବୀ ପୀଠ ଠାରେ।  ତିନି ଗରୁତରଙ୍କୁ ଭୁବନେଶ୍ୱର ଏଏମ୍‌ସରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଂକଟାପନ୍ନ…

ଜୟପୁରରେ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଆଜି ରାଖୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ବ‌ାଣ୍ଟିଛନ୍ତି ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା…