Odia News Portal
Monthly Archives

August 2025

ରାଖୀରେ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ  ‘ବାସୁଙ୍ଗା ପାଟ’: ଏଥିରେ ବସ୍ତ୍ର ପ୍ରସ୍ତୁତ ହୁଏ ନାହିଁ

ଦେବସ୍ନାନ ପୂର୍ଣ୍ଣିମା, ରାଖୀ ପୂର୍ଣ୍ଣିମା ଆଦିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ। ଏହି ବାସୁଙ୍ଗା ପାଟ ମହାପ୍ରଭୁଙ୍କର ଅତିପ୍ରିୟ। ଖାସ୍‌ ଏଥି ପାଇଁ ପ୍ରତି ବର୍ଷ ରଥଯାତ୍ରା ପୂର୍ବରୁ ଭୁବନେଶ୍ବରରୁ ଶ୍ରୀମନ୍ଦିରକୁ ଯାଏ ଶହ ଶହ କିଲୋଗ୍ରାମ୍‌ର ବାସୁଙ୍ଗା ପାଟ।…

ପଦାରେ ପଡ଼ିଲା ଖୋର୍ଦ୍ଧା ବିଜେପିର ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ଗୋଷ୍ଠି କନ୍ଦଳ ଏବେ ଡାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ବୋଲଗଡ଼ ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ଚାଲୁଥିବା ଶୀତଳ ଯୁଦ୍ଧ ଚରମ ସୀମାରେ ପହଞ୍ଚଛି । ପ୍ରକାଶ ରଣବିଜୁଳିଙ୍କ ଗାଡ଼ିକୁ…

ରାଉରକେଲା ଗାନ୍ଧୀରୋଡ୍‌ ଅଞ୍ଚଳରୁ ବନ୍ଧୁକ ବେପାରୀ ଗିରଫ

ରାଉରକେଲା ଗାନ୍ଧୀରୋଡ୍‌ ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ବିହାର ମୁଙ୍ଗେର ଜିଲ୍ଲାର ମୂଳନିବାସୀ ତଥା ରେଲୱେ କଲୋନି ରିମ୍‌ଝିମ୍‌ ବସ୍ତିରେ ରହୁଥିବା ରାଜେଶ ସାହୁ (୨୫)। ତା’ ପାଖରୁ ୧୦ଟି ବନ୍ଧୁକ, ୬ଟି ଅଫୁଟା ଗୁଳି ଓ ୨ଟି ଖାଲି ମାଗାଜିନ୍‌…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ଚେନ୍ନାଇରୁ ଧରାହେଲା ମୁଖ୍ୟ ଅଭିଯୁକ୍ତ

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ଜଣାଯାଇଛି। ତାକୁ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣୁଛି ପୁଲିସ୍।…

ଆରମ୍ଭ ହେଲା ‘ ବୃହତ୍‌ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା’

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଆଜି ଜନତା ମଇଦାନଠାରେ ‘ରାଜ୍ୟସ୍ତରୀୟ ବୃହତ୍‌ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା’ ଉଦ୍‌ଘାଟିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରି କହିଛନ୍ତି, ଆମ ହସ୍ତତନ୍ତ…

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ: ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ

ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶା‌ରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ…

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

ଭୁବନେଶ୍ୱର ତା. ୦୭-୦୮-୨୦୨୫ – ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିରୂପେ ୧(ଓଡ଼ିଶା) ଏୟାର ସ୍କ୍ୱାଡନ୍‌, ଏନ୍‌.ସି.ସି. ଭୁବନେଶ୍ୱର କମାଣ୍ଡିଙ୍ଗ୍ ଅଫିସର ଗ୍ରୁପ୍ କ୍ୟାପଟେନ୍ ପୁନୀତ୍ ଚିଲ୍ଲର୍ ଯୋଗଦାନ କରି…

ପୂର୍ବତନ ଉପବାଚସ୍ପତି ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା  ବିଧାନସଭାର ପୂର୍ବତନ ଉପ ବାଚସ୍ପତି ତଥା ମନ୍ତ୍ରୀ ବିଭୂତିଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ରାତି ୧୨.୩୦ ମିନିଟ ସମୟରେ ଏକ ଘରୋଇ  ହସ୍ପିଟାଲରେ ପରଲୋକ ହୋଇଯାଇଛି।ଦିର୍ଘ ମାସ ଧରି ସେ ଅସୁସ୍ଥ ଥିଲେ।ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଗଭିର ଶୋକପ୍ରକାଶ ପାଇଛି।…

ମହାନଦୀ ବିବାଦର ସମାଧାନ ରାସ୍ତା ଫିଟୁଛି: କେନ୍ଦ୍ରକୁ ମଧ୍ୟସ୍ଥତାର ପ୍ରସ୍ତାବ ଦେଲେ ମୋହନ

ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା-ଛତିଶଗଡ଼ ରାଜି ହେବା ପରେ ଓଡ଼ିଶା ସରକାର ପ୍ରକ୍ରିୟାକୁ ଜୋର୍‌ଦାର କରିଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର୍‌ ପାଟିଲଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା…