Odia News Portal
Monthly Archives

August 2025

କେନ୍ଦ୍ରାପଡ଼ାର ଛାତ୍ରୀ ଆତ୍ମଦାହ ଘଟଣା ; ନିଜେ ତଦନ୍ତ କରିବେ କେନ୍ଦ୍ରାପଡ଼ା ଏସ୍‌ପି

କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣାରେ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ସୂଚନା । କହିଲେ , ମୁଁ ନିଜେ କରିବି ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଆସୁଛନ୍ତି , ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ହେବ ତଦନ୍ତ ।  ମୁଁ ତାଙ୍କ ବାପା ମାଆଙ୍କ ସହ କଥା ହୋଇଛି । ଘଟଣା ଘଟିବା ପରେ କବାଟ…

ଥାନା ପରିସରରେ ଯୁବକ ଙ୍କୁ ଥାର୍ଡ ଡିଗ୍ରୀ

ଥାନା ପରିସରରେ ଯୁବକ ଙ୍କୁ ଥାର୍ଡ ଡିଗ୍ରୀ। ଥାନା ପରିସରରେ ରେ ଯୁବକ ପିଇ ଦେଲେ ବିଷ  ଯୁବକ ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏଭଳି ଚଞ୍ଚଲ୍ୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ରେ। ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଞ୍ଚାୟତ ମହିପୁର ଗ୍ରାମ ର…

ଉତ୍ତରାଖଣ୍ଡର ହର୍ଷିଲରେ ଭୟାବହ ବନ୍ୟା: ସେନାର ୯ ଯବାନ ନିଖୋଜ, ଖୋଜାଖୋଜି ଜାରି

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ହର୍ଷିଲ ଅଞ୍ଚଳରେ ବାଦଲଫଟା ବର୍ଷା ପରେ ହୋଇଥିଲା ଭୟଙ୍କର ବନ୍ୟା । ସେଥି ରେ ଭାରତୀୟ ସେନାର ଅତିକମରେ ୯ ଜଣ ଯବାନ ନିଖୋଜ ଅଛନ୍ତି । ଏହି ଯବାନମାନେ ହର୍ଷିଲ ଅଞ୍ଚଳରେ ଥିବା ଏକ କ୍ୟାମ୍ପରେ ଥିଲେ । ଗତକାଲି (ମଙ୍ଗଳବାର)  ହର୍ଷିଲ ନିକଟ ଧରାଲି ଗାଁରେ…

ଡ୍ରଗ୍ସ କଣ୍ଟ୍ରୋଲର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ପଶିଲା ଭିଜିଲାନ୍ସଘରେ ପଶିଲା…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ବର ଓ ବ୍ରହ୍ମପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି |  ସ୍ୱତନ୍ତ୍ର…

ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ଆଜି

ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ କ୍ରାଇମ୍‌ବ୍ରାଞ୍ଚ…

ଭାରତ-ଆମେରିକା ବିବାଦ ମଧ୍ୟରେ ରୁଷରେ ପହଞ୍ଚିଲେ ଡୋଭାଲ

ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷଠାରୁ ଭାରତର ତେଲ କ୍ରୟ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମଙ୍ଗଳବାର ରୁଷରେ ପହଞ୍ଚିଛନ୍ତି । 'ଦି…

ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ବସାଇବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ବା ଫାର୍ମାସୁଟିକାଲ୍ସ ଆମଦାନୀ ଉପରେ ୨୫୦ ପ୍ରତିଶତ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । ସେହିପରି ବିଦେଶୀ ସେମିକଣ୍ଡକ୍ଟର୍ସ ଉପରେ ବି ସେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଯଦି ଆମେରିକା ଦେଶ ଭାରତୀୟ ଔଷଧ ଆମଦାନୀ ଉପରେ ୨୫୦% ଶୁଳ୍କ ଲାଗୁ…

ସୋଭନା ମହାନ୍ତି ମହିଳା କମିସନ ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଆୟୋଗରେ ବବିତା ପାତ୍ର ଅଧ୍ୟକ୍ଷ ନିଯୁକ୍ତ

ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ‌ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗାଁର ସୋଭନା ମହାନ୍ତି ଏହି ପଦବିରେ ତିନି ବର୍ଷ ରହିବେ ବୋଲି ଏଥିରେ…

ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା, ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

ପୁଣି ହିଡେନ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ…

ଦୁଷ୍କର୍ମକାରୀ ବାବା ରାମରହିମଙ୍କୁ ପୁଣି ୪୦ ଦିନିଆ ପାରୋଲ୍

ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶରେ ବହୁସଂଖ୍ୟାରେ ଭକ୍ତ ଥିବା ଏହି ତଥାକଥିତ ‘ଗଡ୍‌ମ୍ୟାନ’ଙ୍କୁ ଏକାଧିକ ଥର ପାରୋଲ ମିଳି ସାରିଲାଣି। ମାଆଙ୍କୁ ଦେଖା କରିବା ପ୍ରଭୃତି ବିଭିନ୍ନ କାରଣ ଦର୍ଶାଇ ସେ ପାରୋଲ ପାଇଁ ଆବେଦନ କରିଥାନ୍ତି। ପାରୋଲ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନ…