Odia News Portal
Monthly Archives

August 2025

୧ରୁ ‘ଅପରେସନ୍ ପ୍ରହାର’ ପ୍ରତି ଜିଲ୍ଲାରେ ମଡେଲ୍ ନିଶା ନିବାରଣ କେନ୍ଦ୍ର

ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତା ୧ ତାରିଖରୁ ସମ୍ପୃକ୍ତ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ସମେତ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବ। ବିଭିନ୍ନ ନିଶା ଦ୍ରବ୍ୟ ଚୋରାଚାଲାଣକାରୀଙ୍କୁ ଧରିବା…

ମାଲକାନଗିରି ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ୍

ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ୍। ଶିକ୍ଷାଦୂତ କଲ୍ଲୁ ତାତିଙ୍କୁ ନିର୍ମମ ହତ୍ଯା କରାଯାଇଛି। ଗତକାଲି ସେ ସ୍କୁଲରୁ ଫେରିବା ବେଳେ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଗଂଗାଲୁର ଥାନା ନେନ୍ଦ୍ରା ଠାରେ ବନ୍ଦ…

ରାଜଧାନୀ ଆଇଜଲ୍‌କୁ ସଂଯୋଗ କରିବ ଟ୍ରେନ୍‌: ରେଳ ମାନଚିତ୍ରରେ ‘ମିଜୋରାମ’

ଭାରତୀୟ ରେଳବାଇ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ମିଜୋରାମର ରାଜଧାନୀ ଆଇଜଲ। ସ୍ବାଧୀନତାର ୭୭ ବର୍ଷ ପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟ ସହରକୁ ଗଡ଼ିବ ଟ୍ରେନ୍‌। ଏହାଦ୍ବାରା ଯେ କେବଳ ମିଜୋରାମବାସୀଙ୍କ ସ୍ବପ୍ନ ସାକାର ହେବ ତାହା ନୁହେଁ, ବରଂ ମିଆଁମାର, ବାଂଲାଦେଶ,…

ସଙ୍କଟରେ ଚିଙ୍ଗୁଡ଼ି ଶିଳ୍ପ: ବିପଦରେ ୧୫ ଲକ୍ଷ ଜୀବିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍‌ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି‌ କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ। ଓଡ଼ିଶା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ୨୦୨୪-୨୫ରେ ଓଡ଼ିଶା…

ରାଜପଥରେ ମାଈହାତୀ ସହ ଦନ୍ତା: ଭାଙ୍ଗିଲେ ଲୁହା ଡିଭାଇଡର୍‌, ଘଣ୍ଟାଏ ଯାତାୟାତ ବନ୍ଦ

ଭୁବନ ପୂର୍ତ୍ତ ବିଭାଗ ରାସ୍ତାକଡ଼ରେ ଥିବା ପୁରୁଷୋତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗତକାଲି ଏକ ବିରାଟ ଦନ୍ତାହାତୀକୁ ଦେଖିବାକୁ ମିଳିଥିଲା। ଦନ୍ତା ବହୁ ସମୟ ଧରି ସେଠାରେ ରହିଥିବାବେଳେ ଆଜି ସକାଳେ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମାଈହାତୀ ସହ ବୁଲୁଥିବା ଦେଖିବାକୁ ମିଳିଛି। ଉଭୟ…

ବିହାରରେ ସୀମା ଡେଇଁଲେ ବିଜେପି-କଂଗ୍ରେସ: ରାସ୍ତା ମଝିରେ ବାଡ଼ାବାଡ଼ି

ପାଟନାରେ ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବାକୁ ବିରୋଧ କରି ବିଜେପି କର୍ମୀମାନେ ପାଟନାସ୍ଥିତ କଂଗ୍ରେସ ଅଫିସରେ…

ଅପରେସନ ମନସୁନ୍‌କୁ ବଡ ସଫଳତା

ଅପରେସନ ମନସୁନ୍‌କୁ ବଡ ସଫଳତା ମିଳିଛି। ଏଲଏମଜି ସହ ୬୦ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ ହୋଇଛି। ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ବଡ଼ ଅପରେସନ ଜାରି ରହିଛି। କୋହକମେଟା ଥାନା ଅନ୍ତର୍ଗତ କୁତୁଲ ଅଞ୍ଚଳରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ମିଳିତ…

ମସଜିଦକୁ ମାଗଣାରେ ଦିଅ ବିଦ୍ୟୁତ: ଓୱେସି

ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM)ର ସଭାପତି ଅସଦୁଦ୍ଦିନ୍ ଓୱେସି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ମିଲାଦ୍-ଉନ୍-ନବି ଅବସରରେ ପ୍ରାଚୀନ ମସଜିଦ୍ ଏବଂ ଦରଘାଗୁଡ଼ିକୁ ମାଗଣା ବିଦ୍ୟୁତ୍ ଯୋଗାଣ ଦାବି କରିଥିଲେ। ଏହା ସହିତ,…

ରାଜଧାନୀରେ ନିଶା ବେପାର: ଚାମ୍ବା-ଗୋଗୋ-ବାବା ସାଙ୍କେତିକ ନାମରେ ଗଞ୍ଜେଇ ସିଗାରେଟ ବିକ୍ରି

ରାଜଧାନୀ ଭୁବନେଶ୍ବରରେ ନିଶା ବେପାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଶିକ୍ଷାନୁଷ୍ଠାନ ନିକଟରେ ନିଶା ବେପାରକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।…

ଦିନରେ ଚୋରି, ସନ୍ଧ୍ୟାରେ ପ୍ରବଚନ: ୨୦୦ ଗ୍ରାମ ସୁନାଗହଣା, ଏକ ଲକ୍ଷ ଟଙ୍କା, ବାଇକ୍‌ ଜବତ

ନିଜ ଗାଁରେ ଜୟଗୁରୁ ଆଶ୍ରମ କରି ଲୋକଙ୍କୁ ଜ୍ଞାନ ବାଣ୍ଟୁଥିଲା। ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଚେଞ୍ଜ୍‌ ୟୋର୍‌ ଲାଇଫ୍‌’ରେ ପ୍ରବଚନ ଦେଉଥିଲା। ବାହାରକୁ ବେଶ୍‌ ମାର୍ଜିତ ଓ ସଦାଚାରୀ ବୋଲାଉଥିବା ଯୁବକଟି ପ୍ରକୃତରେ ଥିଲା ଜଣେ କୁଖ୍ୟାତ ଚୋର। କଟକ ବୈଦେଶ୍ବର ଥାନା ଅଞ୍ଚଳର ମନୋଜ ସିଂହ(୪୨)…