Odia News Portal
Monthly Archives

August 2025

ହାତୀ ମଣିଷ ଲଢେଇରେ ଓଡିଶାରେ ମରୁଛନ୍ତି ଅଧିକ ହାତୀ, ସୁରକ୍ଷା ପାଇଁ ସରକାର ଆଣିବେ ନୀତି

ହାତୀ ମଣିଷ ଲଢେଇରେ ପୂର୍ଣଛେଦ ପାଇଁ କସରତରାଜଧାନୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳାଗୋଡିବାରିରେ ହେବ ସେଣ୍ଟର ଫର ସ୍ପେସିସ ସର୍ଭାଇଭାଲ ଏସିଆନ ଏଲିଫ୍ୟାଣ୍ଟକେତେବେଳେ ହାତୀ ମାରୁଛି ତ କେବଳ ମଣିଷ କରୁଛି ହାତୀ ଶିକାର । ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ । ରାତି ଅଧରେ ହାତୀ ଆସୁଛି,…

ଆଇପିଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ ଏସ୍‌ପି, ପ୍ରତୀକ ସିଂହଙ୍କୁ ମିଳିଲା ଦାୟିତ୍ବ

ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ସରକାର ପୁରୀ ଏସ୍‌ପିଙ୍କୁ ବଦଳି ହୋଇଛି। ଏଠାରେ ପିନାକ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସରକାର

ଓଡିଶାର ସଡକ ଭିତ୍ତିଭୁମି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କେନ୍ଦ୍ର। ୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ନିର୍ମାଣକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଏହି ପ୍ରକଳ୍ପ ହେଲେ ଖୋର୍ଦ୍ଧା-ଭୁବନେଶ୍ବର-କଟକ ସହରରୁ କମିବ ଟ୍ରାଫିକ ସମସ୍ୟା। ଏଥିସହ…

ସୁସ୍ଥ ହୋଇ ଫେରିଲେ ନବୀନ: ନବୀନଙ୍କ ସହ କଥା ହେଲେ ମୋଦୀ, ଖଡ୍‌ଗେ

ଡିହାଇଡ୍ରେସନ୍ ଯୋଗୁ ଗତ ୪ଦିନ ହେଲା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି। ଗତକାଲି  ରାତିରେ ଡାକ୍ତରୀ ଦଳ ନବୀନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ…

ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ

ଆଉନାହାନ୍ତି ‘ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍‌ ଜୀବନ’, ‘ଏ ନନୀ ସୁଲୋଚନା...’ ଭଳି ଲୋକପ୍ରିୟ ସମ୍ବଲପୁରୀ ଗୀତର ଗୀତିକାର ପଦ୍ମଶ୍ରୀ ବିନୋଦ ପଶାୟତ (୯୦)। ବୁଧବାର ପୂର୍ବାହ୍ନ ୧୦ଟା ୩୦‌ରେ ସେନ୍‌ପାର୍କସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଗତବର୍ଷ ତାଙ୍କ ସ୍ତ୍ରୀ…

ବିଜେଡି ହାତରୁ ଖସିଲା ଧର୍ମଶାଳା: ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ କୁମାର ବଳବନ୍ତରାୟ

ବିଜେଡି ହାତରୁ ଖସିଲା ଧର୍ମଶାଳା। ଏଠାକାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ତ ଗତ ନିର୍ବାଚନରେ ଶୋଚନୀୟଭାବେ ପରାଜୟ ବରଣ କରିଥିଲେ। ଏବେ ତାଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟ ଯାଜପୁରଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।…

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ୭ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ

ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ୭ଜଣ ଯୁବକଙ୍କୁ ଭେଡେନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା ଏ…

ଇଣ୍ଡିଆ ବ୍ଲକ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ କି ଜଗନ?

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ଏବଂ india ବ୍ଲକ ପ୍ରାର୍ଥୀ ଘୋଷଣା କରିଛନ୍ତି । NDA ମେଣ୍ଟ ସିପି ରାଧାକ୍ରିଷ୍ଣଙ୍କୁ ପ୍ରାର୍ଥୀ କରିଥିବା ବେଳେ india ମେଣ୍ଟ ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀଙ୍କୁ କରିଛି । ସୁଦର୍ଶନ ରେଡ୍ଡିଙ୍କ ନାଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ…

ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା, ୪ ମାସର ଲୁଚକାଳି ଖେଳ ପରେ ଆନ୍ଧ୍ରରୁ ଧରାପଡ଼ିଲେ ପୁଲିସ ଏସଆଇ

ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍…

ଫସିଲା ମୋନୋ ରେଲ୍‌: କ୍ରେନ୍‌ରେ ଯାତ୍ରୀଙ୍କୁ ଉଦ୍ଧାର

ପ୍ରବଳ ବର୍ଷା ମଧ୍ୟରେ ଆଜି ମୁମ୍ବାଇରେ ଏକ ମୋନୋ ରେଲ୍‌ ଟ୍ରେନ୍‌ ଫସି ଯାଇଛି। ଏଥିଯୋଗୁଁ ପ୍ରାୟ ୨ ଶହ ଯାତ୍ରୀ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ। ମୋନୋ ରେଲ୍‌ ଏକ ଉଚ୍ଚ ଟ୍ରାକ୍‌ରେ ଯାତ୍ରା କରୁଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଏହା ହଠାତ…