Odia News Portal
Monthly Archives

August 2025

ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜାତୀୟ ସୁରକ୍ଷା ପ୍ରତି ବାଂଲାଦେଶୀ ଅନୁପ୍ରବେଶକାରୀ ବିପଦ। କିନ୍ତୁ ଆଇନ ଅନୁସାରେ ଉପଯୁକ୍ତ…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ, ୩ ଶହ ଉଦ୍ଧାର

ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି। ବର୍ଷାଜନିତ କାରଣ ପାଇଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣିଘେରରେ ଥିବା ବିପଦଗ୍ରସ୍ତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି, ଏସସିଓ ଶିଖର ସମ୍ମିଳନୀ ପାଇଁ କଲେ ଆମନ୍ତ୍ରଣ

ଭାରତ ଗସ୍ତରେ ଆସିଥିବା ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ତିୟାନଜିନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ…

ପଞ୍ଚଲିଙ୍ଗେଶ୍ବର ପୀଠରେ ୪-୫ ଫୁଟ ଉଚ୍ଚର ପାଣି ପ୍ରବାହିତ; ସ୍ପର୍ଶ ଦର୍ଶନ ବନ୍ଦ

ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେବଳ ମନୁଷ୍ୟ କି ପଶୁପକ୍ଷୀ ନୁହଁନ୍ତି, ବରଂ ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠ ମଧ୍ୟ ପ୍ରଭାବିତ ହୋଇଛି। ପର୍ଯ୍ଯଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖାଯାଇ ଆଜି ପୀଠରେ ସ୍ପର୍ଶ…

କୁମ୍ଭୀର ସହ ଲଢ଼େଇ କରି ଜୀବନ ବଞ୍ଚାଇଲା ନାବାଳକ

କୁମ୍ଭୀର ସହିତ ନାବାଳକ ଲଢ଼ିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ କୁମ୍ଭୀର ସହିତ ଲଢ଼େଇ କରି ନିଜକୁ ବଞ୍ଚାଇ ପାରିଛି। ଟାଣିନେବା ପାଇଁ କୁମ୍ଭୀର ଶତଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତର ଖୁଣ୍ଟା ଗାଁ ନିକଟରେ ପ୍ରବାହିତ…

ଭୁବନେଶ୍ବର ବାଇପାସକୁ କ୍ୟାବିନେଟ  ମଞ୍ଜୁରୀ

ଭୁବନେଶ୍ବର କ୍ୟାପିଟାଲ ରିଜନ ରିଙ୍ଗ ରୋଡ ବା ଭୁବନେଶ୍ବର ବାଇପାସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରାୟ ୮୩୦୮ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନ କରି ଫେରିଥିବା ଗ୍ରୁପ୍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ପରିଦର୍ଶନ କରି ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା। ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ…

ବୁଲୁଛି ବାଘ : ଲଇକେରା ଅଞ୍ଚଳରେ ଦେଖିବାକୁ ମିଳିଛି ପାଦ ଚିହ୍ନ

ପୁଣି ମାତିଲା ବାଘ । ଝାରସୁଗୁଡ଼ା ଲଇକେରା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲଇକେରା ଓ ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳ ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କର୍ଲାଖମନ୍, ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ…

ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତିଙ୍କ ସହ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ନବୀନଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ସହ ଏନଡିଏ ପ୍ରାର୍ଥୀ…

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୨.୫ ଟନ୍ ବିସ୍ପୋରକ ଜବତ କରିବାରେ ସଫଳ ହୋଇଛି l ଯାହାର ଅତ୍ୟଧିକ ତଦନ୍ତ ପ୍ରକ୍ରିୟା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ବିଷୟ ଉପସ୍ଥାପନା କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ…