Odia News Portal
Monthly Archives

September 2025

ଶ୍ରୀନଅରରେ ୨୪ ବ୍ରାହ୍ମଣ ବରଣ: ସହସ୍ର କୁମ୍ଭାଭିଷେକ ପରେ ଦେବୀପୀଠରେ ପୂଜା ଆରମ୍ଭ

ରାଧାଷ୍ଟମୀରୁ ଶୟନରେ ଯାଇଥିବା ଦେବୀ ଆଜି ଜାଗ୍ରତ ହୋଇଛନ୍ତି। ମୂଳାଷ୍ଟମୀ ତିଥି ଅବସରରେ ଆଜି ଦେବୀଙ୍କୁ ସହସ୍ର କୁମ୍ଭାଭିଷେକ କରାଯାଇଛି। ଷୋଡ଼ଶ ଉପଚାରରେ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଆରମ୍ଭ ହୋଇଛି। ଉତ୍କଳୀୟ ପରମ୍ପରା ଅନୁସାରେ ଗଜପତି ମହାରାଜ ଶ୍ରୀନଅରରେ ରାଜଗୁରୁଙ୍କୁ ଗୁଆ, ନଡ଼ିଆ,…

ଚାରିଆଡ଼େ ବେଆଇନ୍‌ ବାଲି ଉଠାଣ: ଅନ୍ଧାରର ହାଇୱା, ଜେସିବିର ରାଜୁତି; ମାଫିଆ ମା‌ଲାମାଲ୍‌

ବର୍ଷା ଦିନ ଆରମ୍ଭ ହେବା ଦିନଠୁ ବାଲିଘାଟ ବନ୍ଦ ହେଲାଣି। କିନ୍ତୁ ଚୋରାରେ ନଦୀରୁ ବାଲି ଉଠାଯାଉଛି। ନଦୀର ଯେଉଁ ସ୍ଥାନରେ ପାଣି ନାହିଁ, ସେଠାରେ ରାତିରେ ହାଇୱା, ଜେସିବି ଲଗାଯାଇ ବାଲି ଚୋରି ହେଉଛି। ଏକଥା ଖୋଦ୍‌ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ବୀକାର କରିଛନ୍ତି। କିଛି ଦିନ ତଳେ…

ନେପାଳ ଆନ୍ଦୋଳନରେ ନିହତ ବ୍ୟକ୍ତିଙ୍କୁ ସହିଦ ଘୋଷଣା: ନେପାଳର ନୂଆ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ, ଅନ୍ତରୀଣ…

ନେପାଳର ନୂଆ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ରବିବାର ତାଙ୍କର ପ୍ରଥମ ଜାତୀୟ ସମ୍ବୋଧନରେ ଜେନ୍ ଜେଡ୍ ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ଜାତୀୟ ସହିଦ ଭାବେ ଘୋଷଣା କରିଛନ୍ତି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶନିବାର ରାତିରେ ଶପଥ ଗ୍ରହଣ କରିଥିବା ୭୩ ବର୍ଷୀୟ କାର୍କୀ ଏହି ଘୋଷଣା…

ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର: ମୁଖଦେବ ଯାଦବ ନିହତ,  ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର

ଝାଡ଼ଖଣ୍ଡ ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି। ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା କୁଖ୍ୟାତ ନକ୍ସଲନେତା ମୁଖଦେବ ଯାଦବ ଓରଫ୍‌ ତୁଫାନର ମୁଣ୍ଡ ଗଡ଼ିଛି। ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍‌ପିସି (ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି) ମଧ୍ୟରେ…

ଆସାମରେ ୫.୮ ତୀବ୍ରତାର ଭୂକମ୍ପ: ଥରିଲା ଗୁଆହାଟୀ, ନେପାଳ ଓ ଭୁଟାନରେ ବି ପ୍ରଭାବ

ଆସାମରେ ଆଜି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଅପରାହ୍ଣ ୪ଟା ୪୧ ମିନିଟ୍‌ରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ର ଉଦଲଗୁରୀ ଜିଲ୍ଲାର ଖାରୁପେଟିଆ ନିକଟରେ ଥିଲା। ଏହାର ଗଭୀରତା ଭୂପୃଷ୍ଠରୁ ମାତ୍ର ୫ କିଲୋମିଟର ତଳେ ରହିଥିବା ଜାତୀୟ ଭୂ-ବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ…

ନୂଆପଡ଼ା ଉପ-ନିର୍ବାଚନରେ କାହାର ହେବ ବିଜୟ?

ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପ-ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଉପ-ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । …

ଜାମୁ କୋଳି ଖାଇଲେ ହୋଇଥାଏ ଅନେକ ଫାଇଦା : ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ

ଜାମୁ କୋଳି ବର୍ଷା ଦିନେ ହୋଇଥାଏ । ଏହି ରୁତୁରେ ଜାମୁ କୋଳି ଖାଇବା ଦ୍ବାରା ଅନେକ ଫାଇଦା ହୋଇଥାଏ । ଏବଂ ଦେହ ପାଇଁ ମଧ୍ୟ ହିତକର ହୋଇଥାଏ । ଜାମୁ କୋଳିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଏଥିରେ ଏସିଡିକର ପ୍ରକୃତି ଭରି ରହିବା ପରେ ମଧ୍ୟ ସ୍ବାଦ ମିଠା ହୋଇଥାଏ । ଜାମୁ କୋଳିର ରସ ପିଇବା ଦ୍ବାରା…

ହରିଡା ସେବନ କରିବାର ଫାଇଦା ଏବଂ ଉପାଦେୟତା     

ବର୍ଷା ଋତୁରେ ବିଶେଷ କରି ପେଟ ସମ୍ବନ୍ଧୀୟ ସମସ୍ୟା ବେଶୀ ଦେଖିବାକୁ ମିଳିଥାଏ । ଥଣ୍ଡା, କାଶ ଏବଂ ଜ୍ବର ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ଯେଉଁଥି ପାଇଁ ଅନେକ ସମୟରେ ମେଡିସିନ୍ କିଣି ଖାଇଥାଉ । କିନ୍ତୁ ପୂର୍ବରୁ ଏହି ସବୁ ସମସ୍ୟା ପାଇଁ ହରିଡ଼ାକୁ ଔଷଧ ଭାବେ ବ୍ୟବହାର କରୁଥିଲେ ।…

ଆଜି ପବିତ୍ର ମୂଳାଷ୍ଟମୀ, ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଦିନାତ୍ମକ ପୂଜା

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଆଜି ମୂଳଷ୍ଟମୀ ଅବସରରେ ମାଆଙ୍କୁ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟ ସ୍ଥାପନ ସହିତ ଆବାହନ କରାଯିବ। ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ୨୧ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ…

ମଣିପୁରରେ ଲୋକଙ୍କୁ ଭରସା ‌ଦେଲେ‌ ମୋଦୀ: ଆଶା ଓ ବିଶ୍ବାସର ନୂତନ ସୂର୍ଯ୍ୟ ଉଦୟ ହେଉଛି

ମଣିପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବାସୀଙ୍କୁ ଭରସା ଦେଇ କହିଛନ୍ତି, ମୁଁ ଆପଣମାନଙ୍କ ସହ ରହିଛି ଏବଂ ସରକାର ମଧ୍ୟ ଆପଣଙ୍କ ସହ ରହିଛି। ୨୦୨୩ରେ ହିଂସା ହେବାପରଠାରୁ ଆଜି ପ୍ରଧାନମନ୍ତ୍ରୀ ମଣିପୁରକୁ ପ୍ରଥମ ଗସ୍ତ କରିଛନ୍ତି। ହିଂସା ଯୋଗୁ ସର୍ବାଧିକ…