Odia News Portal
Monthly Archives

September 2025

ଛତିଶା ନିଯୋଗ ବୈଠକ: ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି

ଶ୍ରୀମନ୍ଦିରରେ ଆସନ୍ତା ୭ ତାରିଖ ଚନ୍ଦ୍ରଗ୍ରହଣ ଦିନ ସ୍ୱତନ୍ତ୍ର ତଥା ସଅଳ ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ଦିନ ମଧ୍ୟାହ୍ନ ୧୨ଟା ୫୭ମିନିଟ୍‌ ୨୨…

ଆଫଗାନିସ୍ତାନରେ ମୃତ୍ୟୁର ତାଣ୍ଡବ: ମାଟିତଳେ ଚାପି ରହିଛି ଅନେକ ଜୀବନ

ଭୂକମ୍ପ କେତେ ଭୟଙ୍କର ହୋଇପାରେ ତାର ଛାତିଥରା ଉଦାହରଣ ଆସିଛି ଆଫଗାନିସ୍ତାନରୁ । ଯେଉଁଠି ଭୟଙ୍କର ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ଚାଲିଗଲାଣି ୧୪୦୦ରୁ ଅଧିକ ଜୀବନ । ରବିବାର ମଧ୍ଯରାତିରେ ଭୂକମ୍ପର ମହାତାଣ୍ଡବ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବ ଏତେ ଅଧିକ ଯେ ଆଫଗାନିସ୍ତାନରେ ବଢି…

ରାସ୍ତାରେ ବୋମା ଖଞ୍ଜିବାକୁ ଚେଷ୍ଟା କରୁଥିଲେ ୩ ମାଓବାଦୀ, କାବୁ କଲେ ଯବାନ

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ମିଲିସିଆ ସଦସ୍ୟ ପୋଡିୟମ ଜଗା(୨୫), ମାଡ଼ବି ମାସା(୨୫) ଓ ପୋଜ୍ଜା ମାଡବୀ(୨୯)।ଜିଲ୍ଲାପାଳଙ୍କୁ ଭେଟି ଅନ୍ତଃତ ଟ୍ରାଇସ‌ାଇକେଲ ଓ ଘର ଖଣ୍ଡିକ…

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଘାସିରାମ

ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ତଥା ଅସହାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ରହିଛି। ଏହା ବାଦ୍‌ ବି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଡିଗାଁ ପଂଚାୟତର…

ଟି-୨୦ରୁ ଅବସର ନେଲେ ମିଚେଲ ଷ୍ଟାର୍କ

ଅଭିଜ୍ଞ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଫର୍ମାଟରୁ ଅବସର ନେଇଛନ୍ତି। ତାଙ୍କ ଚମତ୍କାର କ୍ୟାରିୟରର ଶେଷ ପର୍ଯ୍ୟାୟରେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ସେ ଟି-୨୦…

ଇଣ୍ଡିଗୋ ବିମାନ ସହ ପକ୍ଷୀ ଧକ୍କା: ଜରୁରୀକାଳୀନ ଅବତରଣ, ୨୭୨ ଯାତ୍ରୀ ସୁରକ୍ଷିତ

ନାଗପୁରରୁ କୋଲକାତା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ମଝି ଆକାଶରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲେ। ଘଟଣା ସମୟରେ ବିମାନରେ ୨୭୨ ଜଣ ଯାତ୍ରୀ ଥିଲେ। ଆକାଶରେ ଏକ ପକ୍ଷୀ ସହିତ ଧକ୍କା…

ବଡ଼ଚଣାରେ ଗୋରୁ ବୋଝେଇ କଣ୍ଟେନରକୁ ପିଛା କରି ଧରିଲା ପୁଲିସ, ଉଦ୍ଧାର ହେଲେ ୪୮ ଜୀବନ୍ତ ଓ ୨୨ ମୃତ ଗୋରୁ

ଗତକାଲି ରାତି ୨ଟାରେ ବଡ଼ଚଣା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ଦେଇ ବେଆଇନ ଭାବେ ୭୦ ଗୋରୁ ବୋଝେଇ ଏକ କଣ୍ଟେନର ଯାଉଥିବା ଖବର ପାଇ ବଡ଼ଚଣା ଥାନା ପୁଲିସ କଣ୍ଟେନରକୁ ପିଛା କରିଥିଲେ। ତେବେ ପୁଲିସ ଗାଡ଼ି ପିଛା କରୁଥିବା ଜାଣି ଚାଳକ ଖଇରା ନିକଟରେ କଣ୍ଟେନର ଛାଡ଼ି…

ଆନ୍ଧ୍ରପ୍ରଦେଶକୁ ଖସି ପଳାଇଲା ଗ୍ୟାଙ୍ଗଷ୍ଟର୍‌ ସକିଲ୍! ଶ୍ବଶୁର ଘରେ ମୋବାଇଲ୍ ଛାଡ଼ି ଫେରାର୍

ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲ୍‌ ପୁଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି। କେଶରପୁର ବଡ଼ି ମସଜିଦ୍ ନିକଟରେ ଥିବା ଶ୍ବଶୁର ଘରେ ନିଜ ମୋବାଇଲ୍ ଫୋନ୍ ଛାଡ଼ି ଫେରାର ହୋଇଯାଇଛି। ସେ ଆନ୍ଧ୍ରପ୍ରଦେଶ ଖସିଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ପୁଲିସ ସକିଲ୍‌ର ମୋବାଇଲ୍ ଲୋକେସନ୍ ଟ୍ରାକିଂ…

ନଷ୍ଟ ହେବାରେ ଲାଗିଛି ସବୁଜିମା ନୂଆ ଜଙ୍ଗଲ ସୃଷ୍ଟି ହେଉନି

ଦିନକୁ ଦିନ ଅନୁଗୁଳ ଜିଲ୍ଲାର ପରିବେଶ ନଷ୍ଟ ହେବାରେ ଲାଗିଛି। ତାଳଚେର ପରେ କଣିହାଁ ଓ ଛେଣ୍ଡିପଦା ଅଞ୍ଚଳରେ ଥିବା ବଡ଼ବଡ଼ ଜଙ୍ଗଲ ବଳି ପଡ଼ିବାକୁ ଯାଉଛି। ଖଣିମୁହଁରେ ସବୁଜିମା ସମାଧି ନେଉଛି। ଏପଟେ କିନ୍ତୁ ସେହି ପରିମାଣରେ ଜଙ୍ଗଲ ସୃଷ୍ଟି କରିବା ନେଇ କିଛି ଯୋଜନା ହୋଇଥିବା ମନେ…

ବାଘ ପାଦଚିହ୍ନକୁ ନେଇ ଗ୍ରାମବାସୀ ଆତଙ୍କିତ: ସତର୍କ ସୂଚନା ଜାରି କଲା ବନବିଭାଗ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଘୋଷରା ଗାଁ ନିକଟ ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ମହାବଳ ବାଘର ପାଦଚିହ୍ନ ବୋଲି କହିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ କର୍ମଚାରୀ ଜଙ୍ଗଲରେ ପହଞ୍ଚି…