ବନ୍ୟାରେ ଉବୁଟୁବୁ ଦିଲ୍ଲୀ
ଦିଲ୍ଲୀ-ଏନ୍ସିଆର୍ରେ ଆଜି ଯମୁନା ନଦୀର ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଇ ରାଜଧାନୀର ବ୍ୟାପକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି। ଯମୁନା ଜଳସ୍ତର ଆଜି ସର୍ବୋଚ୍ଚ ୨୦୭.୪୮ ମିଟରକୁ ପହଞ୍ଚିଛି, ଯାହା ଦିଲ୍ଲୀର ଇତିହାସରେ ତୃତୀୟ ସର୍ବୋଚ୍ଚ ସ୍ତର ଭାବେ ରେକର୍ଡ ହୋଇଛି। ଲଗାଣ ମୌସୁମୀ…