Odia News Portal
Monthly Archives

October 2025

ସବୁଜ ହାଇଡ୍ରୋଜେନ୍ ହବ୍ ବିକାଶ ପାଇଁ ପଦକ୍ଷେପ:ପାରାଦୀପ ବନ୍ଦର ଚିହ୍ନଟ

କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି।ସବୁଜ ହାଇଡ୍ରୋଜେନ୍ ହବ୍ ଭାବରେ, ଏହି ବନ୍ଦରଗୁଡ଼ିକ…

ସରଣ୍ଡାରେ ପୁଣି ଥରେ ନକ୍ସଲ ହିଂସା, ଏୟାରଟେଲ୍ ଟାୱାର ଏବଂ ଜେନେରେଟର ସେଟ୍ ପୋଡ଼ି ଦେଲେ ମାଓବାଦୀ

ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ପୁଣି ଥରେ ନକ୍ସଲ ଆତଙ୍କ ଦେଖା ଦେଇଛି। ମାଓ ସଙ୍ଗଠନର "ପ୍ରତିଶୋଧ ସପ୍ତାହ" (ପ୍ରତିଶୋଧ ସପ୍ତାହ) ଚାଲୁ ଥିବା ବେଳେ ଶୁକ୍ରବାର ମଧ୍ୟ ରାତିରେ ନକ୍ସଲମାନେ ଝାଡ଼ଖଣ୍ଡ ରାଜ୍ୟର ଝରାଇକେଲା ଥାନା ଅଞ୍ଚଳ ଅନ୍ତର୍ଗତ କୋଲବୋଙ୍ଗା ଗାଁରେ ସ୍ଥିତ ଗୋଟିଏ…

ରେଡ୍ ଜୋନ୍‌ ଘୋଷଣା ହେଲା ଶ୍ରୀମନ୍ଦିର : ଆସନ୍ତୁ ଜାଣିବା ରେଡ୍ ଜୋନ୍‌ କ’ଣ?

ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳକୁ ରେଡ୍ ଜୋନ୍‌ ଘୋଷଣା କରିଛି ଦେଶର ସର୍ବୋଚ୍ଚ ବିମାନ ପରିଚାଳନା ନିୟନ୍ତ୍ରକ ସଂସ୍ଥା ‘ଡିଜିସିଏ’। ଏଣିକି ଶ୍ରୀମନ୍ଦିର ପରିଧି ଅନ୍ତର୍ଗତ ଆକାଶ ସୀମାରେ ବିମାନ, ଡ୍ରୋନ୍‌ କିମ୍ବା କୌଣସି ଉଡ଼ାଣ ଯନ୍ତ୍ର ବିନା ଅନୁମତିରେ ଉଡ଼ିପାରିବ ନାହିଁ। ପୁରୀ…

ବାରିପଦା ମେଡିକାଲରୁ ଶିଶୁ ଚୋରିମାମଲା : ଶିଶୁପୁତ୍ର ଉଦ୍ଧାର, ମହିଳା ଗିରଫ

ବାରିପଦା ମେଡିକାଲରୁ ଶିଶୁ ଚୋରି । ଛୁଆକୁ ଧରି ଛୁ ମାରିଲେ ମହିଳା । ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ । ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର ମାଆ । ବାରିପଦା ସଦର ରାଣୀଭୋଳ ଗାଁର…

ପଦ୍ମ ଧରିଲେ ଜୟ ଢୋଲକିଆ

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରୋ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ…

ଷଣ୍ଢକୁ ଘୋଷାଡ଼ି ମାରିଲା ବାଘ, ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି

ଗତ କିଛିଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବାଘ ମାତିଛି l କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିବା ସହ ବାଘଟି ଆତଙ୍କ ସୃଷ୍ଟି କରିଛି। ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରି ଦେଇଛି…

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ୍‌ର ୨୮ତମ ବୈଠକରେ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଯାତ୍ରା ଟିକଟ ମିଳି ନଥିଲେ ବି କ୍ଷତିପୂରଣ ଦେବ ରେଳବାଇ

ଯାତ୍ରା ଟିକଟ ଉଦ୍ଧାର ହୋଇ ନଥିଲେ ବି ରେଳବାଇ କ୍ଷତିପୂରଣ ଦେବ। ଚଳନ୍ତା ଟ୍ରେନ୍‌ରୁ ପଡ଼ି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ଦରଖାସ୍ତ ଦାଖଲ ହେବା ତାରିଖଠାରୁ କ୍ଷତିପୂରଣ ରାଶି ଦେବା ସମୟ…

ଦକ୍ଷିଣ ଭାରତର  ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିର

ଦକ୍ଷିଣ ଭାରତରେ ଥିବା ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିରକୁ ଏହାର ଉନ୍ନତ ସ୍ଥାପତ୍ୟ ଶୈଳୀ ଏବଂ ସୌନ୍ଦର୍ଯ୍ୟ ଯୋଗୁଁ ପୃଥିବୀର ବୈକୁଣ୍ଠ କୁହାଯାଏ । ଏହା ତିରୁଭରଙ୍ଗମ୍, ତିରୁପତି, ପେରିଆକୋଇଲ୍ ଏବଂ ଅନ୍ୟାନ୍ୟ ନାମରେ ମଧ୍ୟ ଜଣାଶୁଣା । ମନ୍ଦିରର ଗଠନ ଏବଂ ଭାସ୍କର୍ଯ୍ୟ ଯେତେ ସୁନ୍ଦର, ଏହାର…

ଆଫଗାନିସ୍ତାନରେ ପାକ୍‌ର ଏୟାର୍ ଷ୍ଟ୍ରାଇକ୍‌

କାବୁଲରେ ଥିବା ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରକୁ ଟାର୍ଗେଟ୍ କରି ପାକିସ୍ତାନ ସୀମାପାର ଅଭିଯାନ ଚଳାଇଥିବା ବେଳେ ଗତରାତିରେ କାବୁଲର କେତେକ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣର ସମୟ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ ମୁତ୍ତାକିଙ୍କ ପ୍ରଥମ ଭାରତ…