ଢେଙ୍କାନାଳରେ ମହାବଳ! ଛତିଶଗଡ଼ରୁ ଆସି ଓଡ଼ିଶାରେ ଘୂରି ବୁଲୁଛି
ଅନୁଗୁଳରେ ମହାବଳ ବାଘର ପାଦ ଚିହ୍ନ ମିଳିବା ପରେ ସତର୍କ ହୋଇଛି ବନବିଭାଗ। ବାଘର ଗତିବିଧି ଜାଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ବାଘର କିଛି ଟେର୍ ମିଳୁନି। ଅପରପକ୍ଷରେ ଢେଙ୍କାନାଳ ବନଖଣ୍ଡରେ ଏକ ଗାଈକୁ ବନ୍ୟପ୍ରାଣୀ ଆକ୍ରମଣ କରିଥିବାରୁ ବାଘ ଢେଙ୍କାନାଳ…