ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝରରୁ ଉଦ୍ଧାର, ଡ୍ରାଇଭରକୁ ଗିରଫ କରିଛି ପୋଲିସ
ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝର ଝୁମ୍ପୁରାରୁ ଉଦ୍ଧାର । ଧରା ପଡ଼ିଲା ପିଶାଚ ଟ୍ରକ ଡ୍ରାଇଭର। ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଉଦ୍ଧାର ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି । ସୂଚନା ଦେଲେ ଟାଉନ ଥାନା ଅଧିକାରୀ।ଭଦ୍ରକ ଟାଉନ ଥାନା ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା…