ପରିତ୍ୟକ୍ତ କ୍ରୋମାଇଟ୍ ଖଣିରେ ମାଫିଆଙ୍କ ଆତଙ୍କରାଜ
ଯାଜପୁରଜିଲ୍ଲା କାଳିଆପାଣି ଥାନା ଓଡ଼ିଶା ଖଣି ନିଗମ (ଓଏମ୍ସି)ର କ୍ରୋମାଇଟ୍ ବ୍ଲକ-୧ ଖଣିରେ ମଙ୍ଗଳବାର ବିଳମ୍ବିତ ରାତି ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଖଣି ଜଗିଥିବା ୨ ଠିକା ନିରାପତ୍ତାରକ୍ଷୀଙ୍କୁ ସଂଘବଦ୍ଧ ମାଫିଆ ଗାଡ଼ିରେ ଉଠାଇ ନେଇଥିଲେ। ଖଣିରେ ଡ୍ୟୁଟି ଛାଡ଼ି ପଳାଇବାକୁ…
