Odia News Portal
Monthly Archives

November 2025

ଲେବାନନରେ ଇସ୍ରାଏଲର ଆକ୍ରମଣ, ୧୩ ମୃତ

ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ । ଏହି ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁହାର ବଢିବାର ସମ୍ଭାବନା ରହିଛି ।ସୂଚନାନୁଯାୟୀ, ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ…

ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର

ପୁଣି ଶ୍ରୀମୟୀ ମିଶ୍ର ବାଣ ମାରି ବିଜେଡିର ନେତାମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ନିଜର ସାମାଜିକ ଗଣମାଧ୍ୟମ (ଫେସ୍‌ବୁକ୍) ପୋଷ୍ଟରେ କହିଛନ୍ତି, ୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ବାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ…

ଭୁଶୁଡ଼ୁଛି ମାଓଗଡ଼: ନୂଆ ନେତୃତ୍ବ ନେବାକୁ ଭୟ, ୨ବର୍ଷରେ ୫୨୩ ମାଓବାଦୀ ନିହତ

ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି। ପୁଲିସ, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ର ଗୋଟିଏ ପରେ ଗୋଟିଏ ମିଳିତ ଅପରେସନ୍‌କୁ ସାମନା କରିବା ମାଓ ନେତାଙ୍କୁ ଭାରି ପଡ଼ୁଛି। ସବୁଠୁ ବଡ଼କଥା ହେଲା ଏନ୍‌କାଉଣ୍ଟର ଯୋଗୁଁ ସଂଗଠନ ସମ୍ଭାଳୁଥିବା ମାଓନେତାଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ…

ବିଧାନସଭା କାର୍ଯ୍ୟପ୍ରଣାଳୀ ଜାଣିଲେ ୪୦ ବିଦେଶୀ ପ୍ରତିନିଧି

ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟର ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଓ ତାଲିମ ପ୍ରତିଷ୍ଠାନ(ପିଆର୍‌ଆଇଡିଇ) ପକ୍ଷରୁ ୧୨ଟି ଦେଶର ସଂସଦରେ ସଚିବ ଓ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ଥିବା ୪୦ଜଣ ପ୍ରତିନିଧି ବିଧାନସଭା ସଚିବାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।…

ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି, ତିନିଦିନ ଧରି ଚାଲିବ

ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ । ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା

ଧନୁଯାତ୍ରା ପାଇଁ ଘୋଷଣା ହେଲା ନାମ ସୁଶୀଲ ମେହେର ହେବେ କଂସ, ୩ ବର୍ଷ ପାଇଁ କଂସ ଭୂମିକାରେ କରିବେ ଅଭିନୟ

ସୁଶୀଲ ମେହେର ହେବେ କଂସ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ । ୩ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ତା ଗ୍ରାମର ସୁଶୀଲ ମେହେର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଳାକାର ସମନ୍ବୟ କମିଟିର…

ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ, ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି ମୋଟର

ଆଜି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ । ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସଦର ଥାନା ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁଁ ଗାଡି ମୋଟର ଚଳାଚଳ ଠପ୍ ହୋଇଯିବା ସହ ଦୋକାନ ବଜାର ବନ୍ଦ ରହିଛି ।…

ବିହାରରେ କଂଗ୍ରେସର ବିପର୍ଯ୍ୟୟ ପରେ ଦାବି ଉଠିଲା ‘ଅଖିଳେଶ ଇଣ୍ଡି-ମେଣ୍ଟର ନେତୃତ୍ୱ ନିଅନ୍ତୁ’

ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ବିରୋଧୀ ଗୋଷ୍ଠୀରେ ନେତୃତ୍ୱ ପରିବର୍ତ୍ତନ ଦାବିକୁ ନେଇ ଗୁଞ୍ଜରଣ ସୃଷ୍ଟି କରିଛି। ସମାଜବାଦୀ ପାର୍ଟିର ଜଣେ ବିଧାୟକ କହିଛନ୍ତି ଯେ, ଦଳର ମୁଖ୍ୟ ତଥା କନୌଜ ସାଂସଦ ଅଖିଳେଶ ଯାଦବ ବିରୋଧୀ ମେଣ୍ଟର ନେତୃତ୍ୱ ନେବା ଉଚିତ ଏବଂ ସମାଜବାଦୀ…

ବିଭୀଷଣଙ୍କୁ ଖୋଜା ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ: ଭକ୍ତ

ସବୁ ରାଜନୈତିକ ଦଳରେ ବିଭୀଷଣ ଅଛନ୍ତି। କଂଗ୍ରେସ ଦଳରେ ମଧ୍ୟ ଅଛନ୍ତି। ଯେଉଁମାନେ ଦଳରେ ରହି ଆତ୍ମଘାତୀ କାର୍ଯ୍ୟ କରି ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରିଛନ୍ତି, ଯେତେ ପ୍ରଭାବଶାଳୀ ହେଲେ ବି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି…

ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ… ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା…

ମୃତ୍ୟୁ ସହ ଲଢେଇ କରି କରି ଶେଷରେ ହାରିଗଲେ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା । ୩୪ ବର୍ଷ ବୟସରେ ହ୍ୟୁମାନଙ୍କ ପରଲୋକକୁ ବିଶ୍ବାସ କରିପାରୁ ନାହାନ୍ତି ଦର୍ଶକ ଏବଂ ପ୍ରଶଂସକ ।…