ବିସ୍ଫୋରଣ ପୂର୍ବର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଲା,ଡ୍ରାଇଭିଂ ସିଟ୍ରେ ମାସ୍କ ପିନ୍ଧି ବସିଥିବାର ଦେଖାଯାଉଛନ୍ତି…
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣର ତଦନ୍ତ ସୁରକ୍ଷା ଏଜେନ୍ସି କରୁଛନ୍ତି। ଏଥିରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆହତ ହୋଇଛନ୍ତି। ଘଟଣା ପୂର୍ବରୁ ନିଆଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଏକ ଭିଡିଓ ସମ୍ପ୍ରତି ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ଡାକ୍ତର…
