ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଶାଲ୍ ଦୁର୍ନୀତି: ରେଶମ ନାମରେ ପଲିଷ୍ଟର୍ ଶାଲ୍ ବିକ୍ରି
ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିର ପରିଚାଳନା କରୁଥିବା ଟ୍ରଷ୍ଟ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ୨୦୧୫ରୁ ୨୦୨୫ ପର୍ଯ୍ୟନ୍ତ ୧୦ ବର୍ଷ ଭିତରେ ୫୪ କୋଟି ଟଙ୍କାର ଶାଲ୍ ଦୁର୍ନୀତିରେ ଜଡ଼ିତ ଥିବା ଜଣାପଡ଼ିଛି। ଆଭ୍ୟନ୍ତରୀଣ ଭିଜିଲାନ୍ସ ଅନୁସନ୍ଧାନ ପରେ ଏହି…
