ଏମଭି-୨୬ରେ ସୁଧୁରୁଛି ସ୍ଥିତି, ହଜାର ହଜାର ଆଦିବାସୀଙ୍କ ଉପସ୍ଥିତରେ ଶବ ସତ୍କାର
ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ଏମଭି-୨୬ ଗ୍ରାମରେ ଧୀରେଧୀରେ ପରିସ୍ଥିତି ସୁଧୁରିବାକୁ ଲାଗିଛି। ଗାଁରେ ପୁଲିସ, ଡିଭିଏଫ ଏବଂ ବିଏସଏଫ ଯବାନଙ୍କ ଛାଉଣୀ କରାଯାଇଛି। ଗତ ରବିବାର ଦିନ ହଜାର ହଜାର ଆଦିବାସୀ ଗାଁରେ ପଶି ଶତାଧିକ ଘରକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ନିଆଁ ଦାଉରୁ ଗୋଟିଏ…
