Odia News Portal

ନନ୍ଦନକାନନରେ ଦୁଇ ବାଘୁଣୀ ମଧ୍ୟରେ ଲଢେଇ

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ଦୁଇ ବାଘୁଣୀ ମଧ୍ୟରେ ଲଢେଇ ହୋଇଛି । ଖୁଆଡ ନଂ-୩୦ (କ) ରେ ଦୁଇ ବାଘୁଣୀଙ୍କ ମଧ୍ୟରେ ଲଢେଇ ହୋଇଛି । ଦୁଇ ବାଘୁଣୀ ଚିନୁ ଓ ମୌସୁମୀ । ଲଢେଇ ଫଳରେ ବାଘୁଣୀ ଚିନୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଚିନୁକୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ନିଆଗଲା ଚିକିତ୍ସାଳୟ ।