ଭାଲେଣ୍ଟାଇନ ସପ୍ତାହରେ ଆଜି ହେଲା ପ୍ରପୋଜ ଡେ । ରୋଜ ଡେ ପରେ ଆସେ ପ୍ରପୋଜ ଡେ । ଏହି ଡେରେ ସବୁ ପ୍ରେମିକ ମାନେ ତାଙ୍କ ପ୍ରେମିକାକୁ ପ୍ରେମର ନିବେଦନ କରିଥାନ୍ତି । ଆଉ ଅନେକ କ୍ଷେତ୍ରରେ ଏହି ଦିନରେ ନୂଆ ସମ୍ପର୍କର୍ ମଧ୍ୟ ଆରମ୍ଭ ହୋଇଥାଏ । ଫେବୃଆରୀ ୮ରେ ପ୍ରେମି ଯୁଗଳ ପ୍ରପୋଜ ଡେ ମନାଇଥାନ୍ତି । କୁହାଯାଏ ଏହି ଦିନରେ ଯଦି ପ୍ରେମିକ/ପ୍ରେମିକା ଦୁହେଁ ଦୁହିଁଙ୍କୁ ପ୍ରପେଜେ କରିବେ ତାହାଲେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆହୁରି ନିବିଡ ହୋଇଥାଏ ।
ପ୍ରପୋଜ ଡେରେ ପ୍ରେମିକ ମାନେ ତାଙ୍କ ପ୍ରେମିକା କୁ ପ୍ରପୋଜ କରିବା ସହ କିଛି ସୁନ୍ଦର ଉପହାର ମଧ୍ୟ ଦେଇଥାନ୍ତି । କିଏ ଫୁଲ ଦେଇଥାଏ ତ କିଏ ଚକୋଲେଟ ଆଉ କିଏ ରିଙ୍ଗ ଦେଇ ନିଜି ପ୍ରେମ ନିବେଦନ କରିଥାଏ । ପ୍ରେମି ଯୁଗଳ ସେମାନଙ୍କ ଏହି ପ୍ରେମ ସପ୍ତାହକୁ ଗୋଟିଏ ଗୋଟିଏ ଦିନରେ ପାଳନ କରିଥାନ୍ତି । ଏହା ଖାଲି ଓଡିଶାରେ ନୂହେଁ ପୂରା ଦେଶରେ ଏହି ଦିନକୁ ପାଳକ କରାଯାଇଥାଏ ।
