Odia News Portal

ଆସିଲା ଅପକମିଂ ଫିଲ୍ମ ‘ବଦଲା’ର ଟ୍ରେଲର

ବଲିଉଡରେ ଧମାଲ କରିବେ ଅମିତାଭ ବଚ୍ଚନ । ଆସିଲା ଅପକମିଂ ଫିଲ୍ମ ‘ବଦଲା’ର ଟ୍ରେଲର । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛି ଶାହାରୁଖଙ୍କ କମ୍ପାନି ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟା ଅନ୍ୟ ଭୂମିକାରେ ଅଛନ୍ତି ତାପସୀ ପନ୍ନୁ । ୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ଫିଙ୍କରେ ଅମିତାଭ ଓ ତାପସୀ ପନ୍ନୁ ଏକାଠି ଅଭିନୟ କରିଥିଲେ। ସାମାଜିକ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ପସନ୍ଦ କରିଥିଲେ ଦର୍ଶକ। ଏବେ ପୁଣି ଅମିତାଭ-ଶାହାରୁଖ ଓ ତାପସୀଙ୍କ କେମିଷ୍ଟ୍ରି ସିଲଭର ସ୍କ୍ରିନରେ ଦେଖିବେ ଦର୍ଶକ । ମାର୍ଚ୍ଚ ୮ ତାରିଖରେ ରିଲିଜ ହେବ ସସପେନ୍ସରେ ଭରପୁର ଫିଲ୍ମ ‘ବଦଲା’ ।