Odia News Portal

ଆମ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଖାଦ୍ୟ କ’ଣ ଆସନ୍ତୁ ଜାଣିବା

ଭୁବନେଶ୍ୱର :  ପ୍ରତିଦିନ ସକାଳୁ ଉପମା ଖାଇଥାନ୍ତି। ଏବଂ ତା ପରେ କିଛି ଅମୃତଭଣ୍ଡା ଜୁସ୍ ପିଇବାକୁ ଭଲ ପାଆନ୍ତି। ଅମୃତଭଣ୍ଡା ଯୁସ୍ ହେଉଛି ତାଙ୍କ ମାନପାସନ୍ଦ ର ପାନୀୟ ଦ୍ରବ୍ୟ। ଏବଂ ସେ ହଟ୍ ଚକ୍ଲେଟେ ଡ୍ରିଙ୍କ ପିଇବାକୁ ଭଲ ପାଆନ୍ତି। କାରଣ ଦେ ଚାହା କି କଫି ପିଆନ୍ତି ନାହିଁ। ଏହାପରେ ସେ ମଧ୍ୟାହ୍ନ ରେ ଭାତ ଡାଲି ଓ ସନ୍ତୁଳା ଖାଇବାକୁ ଭଲ ପାଆନ୍ତି। ଏହା ସହିତ ସେ କିଛି ଭେଣ୍ଡି ଭଜା ଖାଇବାକୁ ଭଲ ପାଆନ୍ତି। ଓ ବାହାରକୁ ଗଲାବେଳେ ସେ କିଛି dark chocolate ମଧ୍ୟ ଖାଇଥାନ୍ତି। ଆଳୁ ପରଟା ଓ ପୋଦିନା ଚଟଣୀ ତାଙ୍କ ପ୍ରିୟ ରାତ୍ରି ଭୋଜନ। ଏବଂ chicken stir fry ତାଙ୍କର ପ୍ରିୟ ଖାଦ୍ୟ।