Odia News Portal

ବରଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ୍ : ୨ ମୃତ, ୩ ଗୁରୁତର

କଳାହାଣ୍ଡି : ବର ଯାତ୍ରୀ ଗାଡି ଦୁଘର୍ଟଣାଗ୍ରସ୍ତ, ୨ ମୃତ, ୩ ଗୁରୁତର। ମଦନପୁର ରାମପୁର ଥାନା ଆମପଡା ଠାରେ  ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୱିଙ୍ଗରରେ ଯାଉଥିବା ବରଯାତ୍ରୀଙ୍କୁ ଟ୍ରକ୍ ଧକ୍କା ଦେଇଛି। ଗାଡିରେ ମୋଟ ୭ ଜଣ ଯାତ୍ରୀ ଥିଲେ। ଭବାନୀପାଟଣାରୁ ଭଞ୍ଜନଗର ଯାଉଥିଲେ । ମୃତକ ଦୁଇ ଜଣ ଭବାନୀପାଟଣାର ଗଙ୍ଗା ପ୍ରଧାନ ଓ ଶଶୀ ଆରୁଖ। ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।