Odia News Portal

ନାଆଁ ଆରମ୍ଭରେ ଏହିସବୁ ଅକ୍ଷର ଥିବା ଝିଅଙ୍କୁ ଭଲ ପାଆନ୍ତୁ, ସାରା ଜୀବନ ତମର ହୋଇ ରହିବେ

ଆଜି ଆମେ ସେହି ଝିଅଙ୍କ ବାବଦରେ କହିବୁ, ଯିଏ ଥରେ ଭଲପାଇଲେ ମାନେ ଆଉ କାହାକୁ ଜାନ ଦେବାକୁ ଚାହିଁବେ ନାହିଁ । ସଚ୍ଚାଭାବରେ ଭଲପାଇବା ସହିତ ବିବାହ ମଧ୍ୟ କରିବେ । ଜୀବନରେ ଗୋଟିଏ ପୁରୁଷର ମୁହଁ ଚାହିଁ ସାରାଜୀବନ କାଟିବେ । ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ସଂପର୍କରେ, ଯେଉଁମାନେ କେବଳ ଗୋଟିଏ ପୁରୁଷର ସାନ୍ନିଧ୍ୟରେ ହିଁ ବଂଚିଥାନ୍ତି । ଆସନ୍ତୁ ଜାଣିବା ପ୍ରଥମରେ କେଉଁ ଅକ୍ଷରର ଥିବା ଝିଅମାନେ ଗୋଟିଏ ପୁଅଙ୍କୁ ଭଲ ପାଇଥାନ୍ତି ଓ ବିବାହ କରନ୍ତି । ଇ,ଘ ଓ ଓ ନାଆଁର ପ୍ରଥମ ଅକ୍ଷର ଥିବା ଝିଅମାନେ କେବଳ ଜଣେ ପୁଅକୁ ହିଁ ଭଲପାଇଥାନ୍ତି ।

ସେମାନେ ସାରା ଜୀବନ ବିଶ୍ଵସ୍ତ ହୋଇ ରହିଥାନ୍ତି । ସେମାନେ ଜୀବନରେ କେବେ ପରପୁରୁଷର ମୁହଁ ଚାହିଁ ନଥାନ୍ତି । ନାଆଁର ଆରମ୍ଭରେ ପ୍ରଥମ ଅକ୍ଷରଥିବା ଝିଅମାନେ ଜୀବନସାଥୀରୂପେ ମିଳିଲେ ଆହୁରି ବଢ଼ିଆ । ସେମାନେ ସବୁଦିନ ନିଜର କରି ରଖିପାରିବେ । ପୁରୁଷ ସହିତ ବିଶ୍ଵସ୍ତ ହୋଇ ରହିବାକୁ ପସନ୍ଦ କରିବେ ।  ପ୍ରଥମରେ ଏହିସବୁ ଅକ୍ଷର ଥିବା  ଝିଅମାନେ କେବଳ ଦେଇପାରିବେ ପ୍ରେମ ଖାଲି ପ୍ରେମ । ଏମାନେ ଆଦୌ ପରକୀୟାକୁ ପସନ୍ଦ କରିବେ ନାହିଁ । ତା ହେଲେ ଆପଣଙ୍କର କେହି ଏହି ନାଆଁରେ ଥିବେ ଯଦି ଜୀବନ ସାଥୀ ଡ଼େରି ନ କରି ବିବାହ କରିଯାନ୍ତୁ, ବୈବାହିକ ଜୀବନ ହେବ ସୁଖକର । ଏ ଓ ଇ ଅକ୍ଷର ନାଁର ଆରମ୍ଭରୁ ଥିଲେ, ଯଦି ନାଆଁ ଦୁଇ ଅକ୍ଷର ବିଶିଷ୍ଟ ହୋଇଥିବ ତା ହେଲେ ଆପଣ ଜଣେ ଭଲ ପ୍ରେମିକା କିମ୍ବା ପତ୍ନୀ ପାଇଲେ ବୋଲି ଜାଣିବେ । ଏହି ଅକ୍ଷରର ଝିଅମାନେ ସ୍ବାମୀ କିମ୍ବା ପ୍ରେମିକା ସହ ସବୁଦିନ ବିଶ୍ବାସଭାଜନ ହୋଇ ରହିପାରିବେ । ଜୀବନସାରା ସାଥୀହୋଇ ବାଟ ଚାଲିବାକୁ କେବେ ବି ପଛେଇଯିବେ ନାହିଁ । ଏହି ଅକ୍ଷରର ଝିଅମାନେ ଚାହିଁବେ ତାଙ୍କ ସ୍ବାମୀ ହିଁ ପୃଥିବୀର ସର୍ବଶ୍ରେଷ୍ଠ ପୁରୁଷ, ତାଙ୍କ ବ୍ୟତୀତ ସୁନ୍ଦର ଓ ଗୁଣବାନ ଆଉ କେହି ଦୁନିଆରେ ନାହାଁନ୍ତି । ତା ହେଲେ ଆପଣ ଯଦି ଏହି ଅକ୍ଷରର ଝିଅମାନଙ୍କୁ ଭଲ ପାଉଛନ୍ତି, ତାହେଲେ କାଳବିଳମ୍ବ ନ କରି କରିଯାଆନ୍ତୁ ବିବାହ ।  ତା ହେଲେ ସାରାଜୀବନ ଆପଣଙ୍କର ଖୁସିରେ ବିତିପାରିବ ।