ଆଜି ଆମେ ମହିଳାଙ୍କ ଚୁଡ଼ି ସମ୍ବନ୍ଧୀୟ ଏପରି କଥା ଜାଣିବା ଯାହା ଆପଣଙ୍କ ସହ ଆପଣଙ୍କ ସ୍ବାମୀଙ୍କୁ ମଧ୍ୟ ଧନୀ କରିଦେବ। ଆପଣ ଚମକିଗଲେ କି? ହଁ ଏହା ସତ। କୈାଣସି ବିବାହିତା ମହିଳାଙ୍କୁ ତମ୍ବାର ଆଭୂଷଣ ପିନ୍ଧିବା ଅନୁଚିତ୍। ବିଶେଷ କରି ଚୁଡ଼ି ଏବଂ ମୁଦି ତ ବିଲକୁଲ ବି ନୁହେଁ। କାରଣ ଏହା ଦ୍ବାରା ହାନି ହୋଇଥାଏ। କୁହାଯାଏ ଯେଉଁ ଚୁଡ଼ିଗୁଡ଼ିକ ପିନ୍ଧିବାବେଳେ ଭାଙ୍ଗି ଯାଇଥାଏ ସେହି ଚୁଡ଼ିକୁ କେଉଁଠାରେ ପକାଇବା ଅନୁଚିତ୍। କାରଣ ଏହା ଆପଣଙ୍କ ସୁହାଗର ପ୍ରତୀକ ହୋଇଥାଏ ତେଣୁ ଏହି ଚୁଡ଼ିକୁ ପ୍ରଥମେ ମୁଣ୍ଡରେ ୩ଥର ଲଗାଇ କାଗଜରେ ରଖି ଡଷ୍ଟବିନରେ ପକାଇବା ଉଚିତ୍।
