Odia News Portal

ଷ୍ଟେସନରୁ ହୀରା ଜବତ, ୨ ଗିରଫ

ସୋର : ସୋର ଷ୍ଟେସନରୁ ହୀରା ଜବତ ହୋଇଛି । ଏହି ହୀରା ଓଡିଶାରୁ ପଶ୍ଚିମ ବଙ୍ଗକୁ ଚାଲାଣ ହେଉଥିବା ବେଳେ ରେଲୱେ ପ୍ରୋଟେକ୍ସନ ଫୋର୍ସ ଜବତ କରିଛି । ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି ।

ଦୁଇ ଅଭିଯୁକ୍ତ ହେଲେ ଅନାଦି ଚରଣ ମହାନ୍ତି ଓ ବାବୁଲା ରଣା । ସେମାନେ ଏହି ହୀରା କୁଆଡ଼େ ନେଉଥିଲେ ତାକୁ ନେଇ ପୋଲିସ ତନାଘନା ଚଳାଇଛି।