ଭୁବନେଶ୍ବର : ଝାରପଡା ଦୁର୍ଗାପୂଜା ମଣ୍ଡପ ନିକଟରେ ବିଜେଡି କର୍ମୀଙ୍କ ଗଡିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ନିଦ୍ଧିଷ୍ଟ ଦଳର ସମର୍ଥକ ଓ କର୍ମୀ ଗାଡି ଭାଙ୍ଗି ଦେଇଥିବା ଅଭିଯୋଗକାରୀ କରିଛନ୍ତି । ଏନେଇ ବିଜେଡି କର୍ମୀ ଅମୁଲ୍ୟ ପରିଡା ଲକ୍ଷ୍ମିସାଗର ଥାନାରେ ଏତଲା ଦେବେ । ଉଦ୍ଦେଶ୍ୟମୂଳକ ଭାବେ ନିଦ୍ଧିଷ୍ଟ ଦଳର ନେତା ତାଙ୍କ ଗାଡିକୁ ଆକ୍ରମଣ କରି ଭାଙ୍ଗିଦେଇଥିବା ଅମୁଲ୍ୟ କହିଛନ୍ତି ।