୨୦୧୪ ମସିହା ଅଭିନେତ୍ରୀ ମିଷ୍ଟି ମୁଖର୍ଜୀ ଦେହ ବେପାର କରୁଥିବା ସମୟରେ ଧରା ପଡ଼ିଯାଇଥିଲେ। ତାହା ପୁଣି ଜଣେ ବ୍ୟକ୍ତିଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରିପଡ଼ିଥିଲେ ମିଷ୍ଟି।
୨୦୧୪ ମସିହାରେ ବେଷ୍ଟର ଜିଏମ୍ ଏବଂ ଆଇଏଏସ୍ ଅଧିକାରୀ ଓପି ଗୁପ୍ତାଙ୍କ ପାଖକୁ ଓଶିବରା ସ୍ଥିତ ମୀରା ଟାଓ୍ବରର ସି ଓ୍ବିଙ୍ଗ୍ରେ ୫୦୨ ଫ୍ଲାର୍ଟ ଅଛି।
ଏହି ଫ୍ଳାର୍ଟକୁ ଓପି ଗୁପ୍ତା ଚନ୍ଦ୍ରକାନ୍ତ ମୁଖର୍ଜୀଙ୍କୁ ୮୦,୦୦୦ ଟଙ୍କା ପାଇଁ ଭଡ଼ାରେ ନେଇଥିଲେ। ମୁଖର୍ଜୀ ଗତ ୯ବର୍ଷ ହେଲା ଗୁପ୍ତାଙ୍କ ଘରେ ରହି ଆସୁଛନ୍ତି। ମୁଖର୍ଜୀ ନିଜକୁ ଜଣେ ଇଂଜିନିୟର ବୋଲି କହୁଥିଲେ। ମାତ୍ର ଗତ କିଛି ବର୍ଷ ହେଲା ଏକ ସିଡ଼ି ବ୍ୟବସାୟରେ ସାମିଲ ଥିଲେ ଏବଂ ସୁନ୍ଦର ସୁନ୍ଦର ଝିଅମାନଙ୍କୁ ଆଣି ଖରାପ ଖରାପ ସିଡ଼ି ତିଆରି କରି ବିକ୍ରି କରାଇବା ପାଇଁ ଏମାନଙ୍କୁ ବ୍ୟବହାର କରୁଥିଲେ।