Odia News Portal

ପ୍ରଥମେ ବୋଲିଂ କରିବ ପାକିସ୍ତାନ

ନୂଆଦିଲ୍ଲୀ ()    ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ମ୍ୟାଚ। ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓପନିଂ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ କରିବେ। ଚତୁର୍ଥ ସ୍ଥାନରେ ବିଜୟ ଶଙ୍କର ବ୍ୟାଟଂ କରିବେ ବୋଲି ଜଣାପଡ଼ିଛି।ଆଜି ସକଳେ ପାଗ ଶୁଖିଲା ରହିଥିବା ବେଳେ ଟସ୍ ପଡ଼ିବା ବେଳକୁ ପାଗ ଶୁଖିଲା ରହିଛି। ଅପରାହ୍ନ ୫ଟା, ରାତି ୮ ଏବଂ ୯ଟାରେ ମେଘ ହେବ ବୋଲି ଆକଳନ କରାଯାଉଛି। ବିଶ୍ୱକପରେ ଏହି ଦୁଳ ସପ୍ତମ ଥର ପାଇଁ ମୁହାଁମୁହିଁ ହେବେ।