ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥିିବାରୁ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।ଯେମିତି ସ୍ବାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ। ଭାରତରେ ଅଣ୍ଡା ୫-୬ ଟଙ୍କା ଭିତରେ ବିକ୍ରି ହୁଏ।ହେଲେ ଆମେରିକାରେ ଅଣ୍ଡା କେତେ ଟଙ୍କାରେ ବିକ୍ରି ହୁଏ ତାହା ଅଧିକାଂଶ ଲୋକେ ଜାଣିନଥାନ୍ତି। ଭାରତ ସହ ବିଦେଶରେ ମଧ୍ୟ ଅଣ୍ଡା ବେଶ ସଉକ ସହିତ ଖିଆଯାଏ।
ଭାରତରେ ୫-୬ ଟଙ୍କାରେ ମିଳୁଥିବା ଅଣ୍ଡାର ଦାମ ବିଦେଶରେ କେତେ ଜାଣିଲେ ଆଶ୍ଚର୍ୟ୍ୟ ହେବେ। ଭାରତରେ ସିଝା ଅଣ୍ଡା ୧୦ ଟଙ୍କାରେ ମିଳେ। ଆମେରିକାରେ ଅଣ୍ଡାର ଦାମ ୭ ଟଙ୍କା। ସେଠାରେ ମିଳୁଥିବା ଅଣ୍ଡା ୭ଟଙ୍କାରେ ବିକ୍ରି ହୁଏ।