Odia News Portal

ରିଲିଜ ହେଲା ମରଜାୱାଁର ଟ୍ରେଲର,ଦେଖନ୍ତୁ ଭିଡିଓ …

ମୁମ୍ବାଇ() ଆଜି ରିଲିଜ ହୋଇଛି ମରଜାୱାଁର ଧମାକାଦାର ଟ୍ରେଲର । ଏହି ଫିଲ୍ମରେ ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତାରିୟା ମୁଖ୍ୟ ଭୂମିକାରେ ଅଛନ୍ତି ।

ମରଜାୱାଁର ଧମାକାଦାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ରୋମାନ୍ସ ଏବଂ ଆକ୍ସନରେ ଭରପୁର ଏହି ଫିଲ୍ମ ନଭେମ୍ବର ୮ରେ ରିଲିଜ୍ ହେବାକୁ ଯାଉଛି।