Odia News Portal

ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ହଟ ଫଟୋ,ଦେଖନ୍ତୁ

ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ବୟଫ୍ରେଣ୍ଡ ଶଲଭ ଡାଙ୍ଗଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଭେକେସନ୍‌ର ଫଟୋ କାମ୍ୟା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।

୪୦ ବର୍ଷୀୟା କାମ୍ୟା ବିକିନି ଲୁକ୍‌ରେ ବୋଲ୍ଡ ଦିଶୁଛନ୍ତି। ଫଟୋରେ କାମ୍ୟାଙ୍କୁ ପାଣି ଭିତରେ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି ।

କାମ୍ୟା ନିଜ ବୟଫ୍ରେଣ୍ଡଙ୍କ ସହ ଫଟୋ ସେୟାର କରିଥିଲେ କାମ୍ୟା ସଲଭଙ୍କ ସହ ନିଜ ସମ୍ପର୍କ ବିଷୟରେ ଏକ ଇଣ୍ଟରଭ୍ୟୁରେ ସୂଚନା ଦେଇଥିଲେ। ଆର ବର୍ଷ ସେ ବିବାହ କରିବେ ବୋଲି କହିଥିଲେ।