ମୁମ୍ବାଇ() ଫିଲ୍ମ ପାନିପତର ଢାସୁ ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ସଞ୍ଜୟ ଦତ୍ତ, ଅର୍ଜୁନ କାପୁର, କୃତି ସେନନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ତିନି ଜଣ ଫିଲ୍ମର ପ୍ରତ୍ୟେକ ସିନକୁ ଦମଦାର କରିଛନ୍ତି। ଫିଲ୍ମ ପାଇଁ ଅର୍ଜୁନ ଲଣ୍ଡା ହୋଇଛନ୍ତି। ଏଥିପାଇଁ ତାଙ୍କୁ ତାଙ୍କର ଲୁକ ଚେଞ୍ଜ କରିବାକୁ ପଡିଥିଲା। ସେହିପରି କୃତ୍ତି ମରାଠା ମହାରାଣୀ ଭୂମିକାରେ ଅଛନ୍ତି। ତାଙ୍କ ନାମ ପାର୍ବତୀ ବାଇ ଅଛି। ଏହି ଫିଲ୍ମ ଐତିହାସିକ ଆଧାରରେ ନିର୍ମାଣ କରାଯାଇଛି। ତେବେ ଫିଲ୍ମ ଡିସେମ୍ବର ୬ ରେ ରିଲିଜ ହେବାକୁ ଯାଉଛି।
