ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା। ହେଲେ କୋଙ୍କଣା ପ୍ରଫେସନାଲ ଲାଇଫ୍ ଅପେକ୍ଷା ପର୍ସନାଲ ଲାଇଫ୍ ବେଶ୍ ଚର୍ଚ୍ଚିତ। ହେଲେ କୁହାଯାଉଛି ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ।୨୦୧୦ ସେପ୍ଟେମ୍ବରରେ ସେ ଲୁଚିଛପି ତାଙ୍କ ପୁରୁଷବନ୍ଧୁ ରଣବୀର ସୌରିଙ୍କୁ ବିବାହ କରିଥିବା ବେଳେ ୨୦୧୧ମାର୍ଚ୍ଚରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଉ ବିବାହର ଠିକ୍ ୫ ବର୍ଷ ପରେ ଅର୍ଥାତ୍ ୨୦୧୫ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।

୨୦୦୭ରେ ବଲିଉଡ୍ ମୁଭି ‘ଆଜା ନଚ୍ଲେ’ର ଶୁଟିଂ ସମୟରେ କୋଙ୍କଣା ଓ ରଣବୀରଙ୍କ ଭେଟ ହୋଇଥିବା ବେଳେ ଉଭୟେ ପ୍ରେମରେ ପଡିଯାଇଥିଲେ।କୋଙ୍କଣା ଦୁଇ ଦୁଇଥର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

