Odia News Portal

ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍ର ଟ୍ରେଲର ରିଲିଜ, ଦେଖନ୍ତୁ ଭିଡିଓ

ମୁମ୍ବାଇ() ରିଲିଜ୍ ହୋଇଛି ଓ୍ବେବ୍ ସିରିଜ୍ ରାଗିଣୀ ଏମ୍ଏମ୍ଏସ୍ ରିଟର୍ଣ୍ଣସ୍-୨ର ଟ୍ରେଲର। ୨.୫୧ ମିନିଟ୍ର ଏହି ଟ୍ରେଲର୍ରେ ସସ୍ପେକ୍ସ, ଆକ୍ସନ, ଥ୍ରିଲ୍, ବୋଲ୍ଡନେସ୍ ଏବଂ ହରର୍ ଆଦି ଭରପୂର ରହିଥିବା ଦେଖିବାକୁ ମିଳୁଛି। ଏହାକୁ ସାତ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି।

https://youtu.be/qlSN1LngNoM

ଡିସେମ୍ବର ୧୮ରେ ଓ୍ବେବ୍ ସିରିଜ୍ଟି ଜି-୫ରେ ରିଲିଜ କରାଯିବ। ଏଥିରେ ସନି ଲିଓନ, ଦିବ୍ୟା ଅଗ୍ରଓ୍ବାଲ, ବରୁଣ ସୁଡ ପ୍ରମୁଖ ନଜର ଆସିବେ।