ଭୁବନେଶ୍ବର : ନୂଆପଲ୍ଲୀ ୱାର୍ଡ ନଂ-୩୯ ଅଧିନରେ ଥିବା ନୂଆସାହି ଆଳିକ ବିକାଶ କେନ୍ଦ୍ରର ପୁନଃର୍ଗଠନ ହେବା ସହ ନୂତନ ପଦାଧିକାରୀ ଚୟନ ହୋଇଛି । ଏହି ଚୟନକୁ ଅଳର ବରିଷ୍ଠ ନାଗରିକମାନେ କରିଛନ୍ତି । ଯଥା ସଭାପତି ଭାବେ ରମେଶ ଚନ୍ଦ୍ର ନାୟକ, ଉପସଭାପତି ସ୍ୱପ୍ନେନ୍ଦୁ ସାମନ୍ତରାୟ ସାଧାରଣ ସମ୍ପାଦକ ରାକେଶ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ମିଲନ କୁମାର ପାଇକରାୟ ଓ ବାମନ ଚରଣ ପାତ୍ର, କୋଷାଧ୍ୟକ୍ଷ ରୁଦ୍ର ନାରାୟଣ ସ୍ୱାଇଁ, ସହ-କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ଦାସଙ୍କୁ ଚୟନ କରାଯାଇଛି ।
ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଅରୁଣ କୁମାର ସ୍ୱାଇଁ, ସଞ୍ଜୀବ କୁମାର ମିଶ୍ର, ପ୍ରଭାତ କୁମାର ପୃଷ୍ଟି, ଅରୁଣ କୁମାର ସାବତ, ସୁମନ୍ତ କୁମାର ସାମନ୍ତରାୟ, ଵିଷ୍ଣୁପ୍ରସାଦ ସାହୁ ଓ ସାଗର ବଳବନ୍ତରାୟଙ୍କୁ ଚୟନ କରାଯିବା ସହ ଅଳର ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ମହାନ୍ତି, ମଧୁସୂଦନ ମହାପାତ୍ର, ପୁରୁଷୋମ ଦାସ, ସାଧୁ ଚରଣ ନାୟକଙ୍କୁ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଚୟନ କରାଯାଇଛି । ସମୀକ୍ଷକ ଭାବେ ଭରତ ଚନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଅଛି ।
ଆଗାମୀ ଦିନରେ ଅଳର ବିକାଶ ନିମନ୍ତେ ସମସ୍ତେ ମିଳିମିଶି କାମ କରିବା ପାଇଁ ସାଧାରଣ ସମ୍ପାଦକ ରାକେଶ କୁମାର ମହାନ୍ତି ଆଳିକ ବିକାଶ କେନ୍ଦ୍ରର ସମସ୍ତ ନୂତନ ଭାବେ ହୋଇଥିବା ପଦାଧିକାରୀ ଓ କର୍ମର୍କାଙ୍କୁ ଅନୁରୋଧ କରିଛନ୍ତି ।