Odia News Portal

କ୍ୟାଟ୍ରିନାଙ୍କ ଗୋଡ ଧରିଲେ ଏହି ଚର୍ଚ୍ଚିତ ଅଭିନେତା

ମୁମ୍ବାଇ()  ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ହାଣ୍ଡସମ୍ ବୟ କାର୍ତ୍ତିକ ଆର୍ୟ୍ୟନ୍ଙ୍କ କାନ ଧରି ଉଠ୍ବସ୍ କରାଉଛନ୍ତି। ହେଲେ କ’ଣ ପାଇଁ? ଆସନ୍ତୁ ଜାଣିବା ….

https://www.instagram.com/p/B9VjiJuFQmk/?utm_source=ig_web_copy_link

ସୂଚନା ଅନୁସାରେ, ଏକ ପ୍ରେସ କନ୍ଫରେନ୍ସରେ କାର୍ତ୍ତିକ ଆର୍ୟ୍ୟନଙ୍କର ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ହେଲେ କ୍ୟାଟ୍ ଲେଟ୍ କମର୍ଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ସମୟ ଜ୍ଞାନକୁ ନେଇ ସେ ଏତେ ସତର୍କ ଯେ, କେହି ବିଳମ୍ବ କଲେ ସେ ଦଣ୍ଡ ଦେବାକୁ ବି ଭୁଲନ୍ତି ନାହିଁ। ତେବେ ଏଥିରୁ କାର୍ତ୍ତିକ୍ ବା ବର୍ତ୍ତିଥାନ୍ତେ କେମିତି! ସେ ବିଳମ୍ବରେ ଆସିବାରୁ କ୍ୟାଟ୍ ତାଙ୍କୁ ଖାଲି କାନ ଧରାଇ ଉଠ୍ବସ୍ କରାଇ ନ ଥିଲେ, ଭୁଲ ମଧ୍ୟ ମଗାଇଥିଲେ। କ୍ୟାଟ୍ରିନା ଏବଂ କାର୍ତ୍ତିକଙ୍କର ଏହି ଭିଡିଓ ଏବେ ସୋଶାଲ୍ମିଡିଆରେ ଖୁବ୍ ଭାଇରାଲ ହେଉଛି।