Odia News Portal

୩୧ ବର୍ଷ ପୂରଣ କଲା WWW, ଜାଣନ୍ତୁ କିଏ ଏବଂ କେଉଁଠି ଏହାକୁ ସ୍ଥାପନ କରିଥିଲେ …

ଓ୍ବାଶିଂଟନ () ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍ଡ ଓ୍ବାଇଡ୍ ଓ୍ବେବ୍)କୁ ଗୁରୁବାର ୩୧ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏଭଳି ଓ୍ବେବସାଇଟ୍ ସହିତ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ମିଳିତ ଭାବେ କାର୍ୟ୍ୟ କରି ବେଶ୍ ସଫଳତା ହାସଲ କରିପାରିଛି। ଇଣ୍ଟରନେଟ୍ ଅନେକ ପୂର୍ବରୁ ଆସିଥିଲେ ମଧ୍ୟ ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ ଆସିବା ପରେ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିଲା। ଏହାକୁ ଇଂଲଣ୍ଡ ବାସିନ୍ଦା ଟିମ୍ ବର୍ନର ପ୍ରସ୍ତୁତ କରିଥିଲେ। ଦୁନିଆର ପ୍ରଥମ ଓ୍ବେବ ସାଇଟ୍ http://info.cern.ch/ hypertext/ WWW/ TheProject.html ୧୯୯୧ ଅଗଷ୍ଟ ୬ରେ ପବ୍ଲିଶ୍ ହୋଇଥିଲା।