ତୁଳସୀକୁ ହିନ୍ଦୁ ଧର୍ମରେ ପୂଜନୀୟ ମାନାଯାଇଥାଏ , ଓ ଲୋକେ ତୁଳସୀର ଗଛକୁ ନିଜ ଘର ଅଗଣାରେ ଲଗାଇଥାନ୍ତି , ତୁଳସୀର ଗଛକୁ ନେଇ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଯେଉଁ ଘର ଅଗଣାରେ ତୁଳସୀର ଗଛ ଲାଗିଥିବ ସେଠି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ , ଓ କିଛି କୁ ଶକ୍ତି ପ୍ରବେଶ କରିପାରିବ ନାହିଁ , ଏଥିପାଇଁ ଲୋକେ ନିଜ ଘରର ଅଗଣାରେ ତୁଳସୀର ଗଛକୁ ଲଗାଇଥାନ୍ତି , ତୁଳସୀର ଗଛକୁ ପବିତ୍ର ବୋଲି ମାନିଥାଉ , ଏଥିପାଇଁ ଲୋକେ ଏହାର ପୂଜା କରିଥାନ୍ତି , କାରଣ ତୁଳସୀର ଗଛକୁ ମା ର ସଂଜ୍ଞା ଦିଆଯାଇଛି ।ତୁଳସୀର ଗଛକୁ ନେଇ ଏମିତି ମାନ୍ୟତା ଅଛି କି ଯେଉଁ ଘରେ ତୁଳସୀର ଗଛ ଲାଗିଥାଏ , ସେଠାରେ କେବେ ବି କେଉଁ ପ୍ରକାରର ସୁଖ ସମୃଦ୍ଧି ଦେଖିବାକୁ ମିଳେ ନାହିଁ ,
ଏଥିପାଇଁ ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଆଣିବାକୁ ଚାହୁଁଛ ତେବେ ତୁଲସୀର ଗଛ ନିଶ୍ଚିତ ଲଗାନ୍ତୁ , ତୁଳସୀର ପତ୍ରକୁ ହନୁମାନଜୀଙ୍କ ପୂଜା ସମୟରେ ଅର୍ପଣ କରାଯାଇଥାଏ , ଏହା ଛଡା ତୁଳସୀର ପତ୍ର ମଧ୍ୟରେ ଔଷଧୀୟ ଗୁଣରେ ଭରପୁର ଥାଏ , ଯଦି ଆପଣଙ୍କୁ କାଶ ଜ୍ୱର ହୋଇଥାଏ ତେବେ ତୁଲସୀର ପତ୍ରକୁ ସେବନ କରନ୍ତୁ ଏଥିରୁ ରୋଗରୁ ମୁକ୍ତି ମିଳିଥାଏ , ଏମିତି ତୁଳସୀର ଗଛ ଲଗାଇସାରିବା ପରେ ତାର ନାନାଦି ଯତ୍ନ ଉପରେ ବହୁତ କିଛି କୁହାଯାଇଛି ,ଯଦି ଆପଣଙ୍କ କାମ କେଉଁଠି ଅଟକିଛି , କିମ୍ବା କାହା ପାଖରେ କେଉଁ ଟଙ୍କା ଫଶିକରି ଅଛି ଓ ଆପଣ ତାକୁ ପାଇବାକୁ ଚାହୁଁଛନ୍ତି ,
ତେବେ ତୁଲସୀର ଗଛକୁ ଠିକ୍ ଭାବରେ ଲଗାନ୍ତୁ ।ଗଛ ଲଗାଇବା ପୂର୍ବରୁ ତୁଳସୀର ଗଛର ଜଡକୁ ଗଙ୍ଗା ଜଳରେ ଧୋଇନିଅନ୍ତୁ, ଓ ସଫା ମାଟି ଦ୍ୱାରା ପୋତି ଦିଅନ୍ତୁ , ଓ ସବୁ ଦିନ ସ୍ନାନ କରି ସେଥିମଧ୍ୟରେ ଜଳ ଅର୍ପଣ କରନ୍ତୁ , କାରଣ ତୁଳସୀର ଗଛକୁ ସଫା ପସନ୍ଦ ହୋଇଥାଏ ,ଯଦି ବିନା ସ୍ନାନ କରି ପାଣି ଦିଅନ୍ତି ତେବେ ତୁଳସୀର ପତ୍ର ଗୁଡିକ ସୁଖି ଯିବ , ଏଥିପାଇଁ ସଫା କରିବା ଉପରେ ଧ୍ୟାନ ଦିଅନ୍ତୁ , ଯେବେ ଆପଣ ତୁଲସୀର ଗଛ ଲଗାଇବେ ତେବେ ସଚ୍ଚା ମନତେ ପୂଜା କରନ୍ତୁ , ଏମିତି କଲେ ଆପଣଙ୍କ ଘରେ ସକରାତ୍ମକ ଉର୍ଜା ପ୍ରବାହିତ ହେବ ,
ଆମେ ଆପଣଙ୍କୁ ତୁଳସୀ ଗଛର ପୂଜା କରୁଥିବା ସମୟରେ ଏକ ମନ୍ତ୍ରର ଉଚ୍ଚାରଣ କରିବା ବିଷୟରେ କହିବାକୁ ଯାଊଛି , ଯାହାର ଜପରେ ଆପଣଙ୍କ ଘରେ ଅର୍ଥର ଆଗମନ ହେବ , ଓ ଜୀବନରେ କେଉଁ ପ୍ରକାରର ଆର୍ଥିକ ଅସୁବିଧା ଦେଖା ଦେବ ନାହିଁ ,ହଁ ଆଜ୍ଞା ତୁଳସୀର ପୂଜା କରୁଥିବା ସମୟରେ ଯଦି “ଓଁ” “ ଓଁ” ମନ୍ତ୍ରର ଉଚ୍ଚାରଣ କରୁଛନ୍ତି , ତେବେ ଆର୍ଥିକ ସମସ୍ୟା ହେବ ନାହିଁ ,
ଆପଣ ଏହି ମନ୍ତ୍ର ତୁଳସୀ ଗଛ ସମ୍ମୁଖରେ ସକାଳ ଓ ସଂନ୍ଧ୍ୟା ସମୟରେ ଜଳ ଚଢାଇଲାବେଳେ କହିବେ , ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଜୀବନରେ ଥିବା ଧନ ସଂବନ୍ଧିତ ଅସୁବିଧା ସବୁ ଦୂର ହୋଇଯିବ ,ଓ ଆପଣଙ୍କ ଜୀବନରେ ପୁଣି ଆଉଥରେ ଖୁସି ଫେରି ଆସିବ , ଏହା ଛଡା ଯଦି କେଉଁ କୁ ଦୃଷ୍ଟି ପଡିଛି ତେବେ ତାକୁ ବିଛଣାରେ ଶୁଆଇ ଦିଅନ୍ତୁ , ଓ ପୁରା ଶରୀର ସାରା ୭ ଟି ତୁଲସୀ ପତ୍ରରେ ଓ ୭ କଳା ମରିଚ ଦାନାକୁ ମୁଠିରେ ନେଇ କରି ସେହି ବ୍ୟକ୍ତିର ଉପରେ ୨୧ ଥର ବୁଲାଇ ଆଣନ୍ତୁ , ଏମିତି କରୁଥିବା ସମୟରେ “ଓଁ” “ ଓଁ” ମନ୍ତ୍ର ଜପ କରନ୍ତୁ ।
