ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ରହିଯାଇଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଏମିତି ଏଥିପାଇଁ କାରଣ ଭରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଏପ୍ରିଲରେ ବ୍ୟାଙ୍କ ଗୋଟେ କିମ୍ବା ଦୁଇ ଦିନ ନୁହେଁ ବରଂ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।
ଏଥିପାଇଁ ଲୋକମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ୱନ୍ଧୀୟ କୌଣସି କାମ ରହିଥାଏ ତେବେ ଆପଣ ସମୟ ଭିତରେ ହିଁ ଶେଷ କରିଦିଅନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ୧୪ ଦିନ ଛୁଟି ମଧ୍ୟରୁ ଅଲଗା ଅଲଗା ରାଜ୍ୟର ଛୁଟି ମଧ୍ୟ ସାମିଲ ରହିଛି।